ଆଜି ସନ୍ଧ୍ୟା ୭ଟା.୩୦ ମିନିଟ୍ ସମୟରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ବ୍ରହ୍ମଗିରି ବ୍ଲକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଚାଲିଥିବା କାଶିଝରିଆ (ମୋଟ)ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଦଧିଣ କାଣିଆ ଉପରେ କୂଅପଦା ସେତୁ, ଭାର୍ଗବୀ ନଦୀ ଉପରେ ପଥରପଦା ସେତୁ, ତିନିକୁଦୀ ସେତୁ, ଚାଷପଡ଼ା ନିର୍ମାଣ ଧିନ ସେତୁ, ସଦର ବ୍ଲକ ଲୁଣା ନଦୀ ଉପରେ ମାଝୀପଡ଼ା ନିଖିଳା ଗୋବିନ୍ଧପୁର ସେତୁ ଓ ମୋଟସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ଶିକ୍ଷାନୁଷ୍ଠାନରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତ୍ବରାନ୍ବିତ ନିମନ୍ତେ ଏକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରମେଶ ଚନ୍ଦ୍ର ବେହେରା, ନିର୍ବାହୀ ଯନ୍ତ୍ରୀ ରାମ ପ୍ରସାଦ ଆଚାର୍ଯ୍ୟ, ଉପନିର୍ବାହୀ ଯନ୍ତ୍ରୀ ସଖାଂଳୀ ବେହେରା ଓ ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡା ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here