ଆନ୍ତର୍ଜାତିକ ମହିଳା ଦିବସ ପାଳିତ, ବ୍ରହ୍ମଗିରି :

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ରାୟବିଧାର ଛକ ଠାରେ ଏକ ବିଶାଳ ମହିଳା ସମାବେଶରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ରାଜ୍ୟ ପରିଷଦ ସଦସ୍ୟ ବିରଞ୍ଚି ନାରାୟଣ ଦାସ, ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ଵାଇଁ, ବ୍ରହ୍ମଗିରି ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡା, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ନଳିନୀ ପ୍ରଭା ବରାଳ, କୃଷ୍ଣପ୍ରସାଦ ବ୍ଲକ ଜିଲ୍ଲା ପରିଷଦ ସଦସ୍ୟା ବନ୍ଦନା ପ୍ରଧାନ, ବ୍ରହ୍ମଗିରି ପଞ୍ଚାୟତ ସରପଞ୍ଚ ମଧୁସ୍ମିତା ସାହୁ, ଭୁବନପୁର ସରପଞ୍ଚ ରିତାରାଣି ଜେନା, ମହିଳା ନେତ୍ରୀ ସକୁନ୍ତଳା ମିଶ୍ର, ସକୁନ୍ତଳା ପଟ୍ଟନାୟକ, ବନଲତା ସାହୁ, ସସ୍ମିତା ପ୍ରଧାନ ଓ ଲକ୍ଷ୍ମୀ ପ୍ରିୟା ଦଳେଇ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here