ନୟାଗଡ ଜିଲ୍ଲା ରଣପୁର ବ୍ଲକ , ରାଜସୁନାଖଳା ଗ୍ରାମ ପଂଚାୟତ ର ଦୁଧିଆ ମୁଣ୍ଡିଆ ନିକଟ ରଘୁନାଥପୁର ବସ୍ତିରେ ବିଦ୍ୟୁତ ସଟ ସର୍କିଟଯୋଗୁଁ ଭୟା ବହ ଅଗ୍ନୀ କାଣ୍ଡ :

 ନୟାଗଡ ଜିଲ୍ଲା ରଣପୁର ବ୍ଲକ , ରାଜସୁନାଖଳା ଗ୍ରାମ ପଂଚାୟତ  ର  ଦୁଧିଆ ମୁଣ୍ଡିଆ ନିକଟ ରଘୁନାଥପୁର ବସ୍ତିରେ ଗତ ଶୁକ୍ରବାର ବାର ଦିନ  ସୀତା ସାହୁ ,ସ୍ୱା-ଦୀନବନ୍ଧୁ ସାହୁଙ୍କ ଘରେ ବିଦ୍ୟୁତ ସଟ ସର୍କିଟଯୋଗୁଁ ଭୟା ବହ ଅଗ୍ନୀ କାଣ୍ଡ ଘଟି   ୨ବଖରା ବାସଗୃହ ,ସମସ୍ତ ଘର କରଣା ଜିନିଷ ,ଆସବାବପତ୍ର ଜଳି ପୋଡିନଷ୍ଟ  ହେବା ସହ ଏକ ଗର୍ଭବତୀ ଗାଇ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲା ! ଶ୍ରୀ ରାମ  ଫାଉଣ୍ଡେଶନ ଓଡିଶା ର ରଣପୁର ନିର୍ବାଚନ ମଣ୍ଡଳୀ ର ସମ୍ପାଦକ ସମାଜ ସେବୀ ସଚିକାନ୍ତ ଷଡ଼ଙ୍ଗୀ ଙ୍କ ଅନୁରୋଧ କ୍ରମେ ଫାଉଣ୍ଡେଶନ ଜିଲ୍ଲା ସଭାପତି ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଆଜି  ଅଗ୍ନି ଵିପର୍ଣ ପରିବାର କୁ ଭେଟି ସମବେଦନା ଜଣାଇ ସବୁ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇ  କିଛି ସହାୟତା ରାଶି ପ୍ରଦାନ କରିଥିଲେ ! ଏବଂ ଘଟଣା ସ୍ଥଳ ରେ ମୋବାଇଲି ମାଧମ ରେ ତହସିଲଦାର ଙ୍କୁ ଯୋଗାଯୋଗ କରି ରେଡ଼କ୍ରସ ତରଫରୁ ସମସ୍ତ ସହାୟତା  କରାଯିବ ବୋଲି ମଧ୍ୟ କହି ଥିଲେ !ଏବଂ  ଫାଉଣ୍ଡେସନ ରାଜ୍ୟ  ସଦସ୍ୟ ଦେବୀ ପ୍ରସାଦ ମିଶ୍ର ଭୟା ବହ ଅଗ୍ନୀ କାଣ୍ଡ  ଘଟଣା ପାଇଁ ଦୁଃଖପ୍ରକାଶ କରି କିପରି ଅନ୍ୟ ବାଟରେ ତାକଂ ପରିବାର କୁ ସହଯୋଗ କରିହେବ  ବରିଷ୍ଠ ସଦସ୍ଯ ମାନକଂ ସହ ଆଲୋଚନା କରିବା କଥା କହିଥିଲେ, ସହ ସମ୍ପାଦକ ବିଶ୍ବନାଥ ମହାପାତ୍ର ଓ ଉପସ୍ଥିତ ଥିବା ଅନ୍ୟ ସଦସ୍ୟ ମାନେ ତାକଂ ପରିବାର ପାଇଁ ସମବେଦନା ଜଣାଇଥିଲେ ,

 ବିଧାୟକ କଂ ସହ ଶ୍ରୀ ରାମ ଫାଉଣ୍ଡେଶନ ର ସହଯୋଗ :

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here