ଅନ୍ଚଳ ପାଇଁ ଶ୍ରୀ ରାମ ଫାଉଣ୍ଡେଶନ ର ତତ୍ପରତା.

ଜନହିତକର କାର୍ଯ୍ୟ ପାଇଁ ବିଭିନ୍ନ ଜିଲ୍ଲା ରୁ ପ୍ରଶସିଂତ  ହୋଇଥିବ ଶ୍ରୀ ରାମ ଫାଉଣ୍ଡେଶନ ଓଡ଼ିଶା  ର ସଦସ୍ୟ ମାନେ ରାଜ୍ୟର ନିର୍ଦେଶ କୁ ସନ୍ମାନ ଦେଇ  ଅନ୍ଚଳର ଉର୍ନତି ପାଇଁ ଯନ ସାଧାରଣ କଂ ପାଖରେ ନିଜକୁ  ନିୟୋଜିତ କରିଥିବା ଫାଉନ୍ଡେସନ ଓଡିଶା ରେ ନୟାଗଡ ଜିଲ୍ଲା ଖଣ୍ତପଡା ନିର୍ବାଚନ ମଣ୍ଡଳୀ ଭାପୁର ବ୍ଲକ  ସୋୟଂସହାୟକ ଗୋଷ୍ଠୀ ମହାସଂଘ ର ସଭାପତି ନିରୁପମା ପ୍ରଧାନ ଓ କ୍ୟାସିଅର ବିନ୍ଦୁଲିତା ଦାସ କଂ ସହ ପଞ୍ଚାୟତ ସ୍ତରୀଅ ସଭାପତି ଓ ସଦସ୍ଯା ମାନେ ବିଧିବଧ ଭାବେର ଶ୍ରୀ ରାମ  ଫାଉଣ୍ଡେଶନ ଓଡିଶା ରେ ଯୋଗ ଦେଇଛନ୍ତି ,ପରେପରେ ବ୍ଲକ ଆଶାକର୍ମୀ ମହାସଘଂ ର  ସଭାପତି ଓ ସମ୍ପାଦିକା ସରୋଜିନି ତ୍ରୀପାଠି, ଶଶିକଳା ନାୟକ ଓ ସମସ୍ତ ଗ୍ରାମ ପଞ୍ଚାୟତ ର ଆଶାକର୍ମୀ ମାନେ ସନ୍ମାନୀୟ ଅତିଥି ପ୍ରକାଶ ବାବୁ, ବ୍ଲକ ସଭାପତି ଗ୍ୟାନ ରଞନ ଶଢଗୀଂ, ପଞ୍ଚାୟତ ସଭାପତି ହରିହର ସ୍ଵାଇଁ କଂ ଉପସ୍ଥିତିରେ ଫାଉଣ୍ଡେଶନ ଓଡିଶା ରେ ଯୋଗ ଦେଇ ସଭ୍ଯ ହୋଇଥିଲେ,ରାଜ୍ୟ ଯୁବ ସଂଗଠକ ସମାଜସେବୀ ଶ୍ରୀ ଦେବୀପ୍ରସାଦ ମିଶ୍ର ଫାଉନ୍ଡେସନ ଓଡିଶା ତରଫରୁ ସଭାପତି ଓ ସମ୍ପାଦିକା ମାନକୁଂ ଉପଢୌକନ ଦେଇ ସମସ୍ତ ସଦସ୍ଯା ମାନକୁଂ ସ୍ବାଗତ  କରି ଫାଉନ୍ଡେସନ ଓଡିଶା କୁ ସ୍ବାଗତ କରିଥିଲେ, ଉକ୍ତ ସଭାରେ ଶ୍ରୀ ମିଶ୍ର ଓ ମିଶନ ଶକ୍ତି ର ଭାରତି ପଟନାୟକ ମାନ୍ଯବର ୫ ଟି କଂ ର ସହ ଧର୍ମିଣୀ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ସୂଜାତା ପାନ୍ଢିଆନ ଫାଉନ୍ଡେସନ ପ୍ରାରମ୍ଭରୁ ମହିଳା ମାନକଂ ବିକାଶ ପାଇଁ ଚଷ୍ଟା କରି ଆସିଥିବା କଥା କହି ରାଜ୍ଯ ବରିଷ୍ଠ ଅଧିକାରୀ ମାନେ ଓ ରାଜ୍ୟ କମିଟି ପରାମର୍ଶ ଦାତା ବୈକୁଣ୍ଠ ନାୟକ କଂ ସହ ଆଲୋଚନା କରି ମା ମାନକଂ କଥା ସରକାରକଂ ନଜର କୁ ନିଶ୍ଚତ ଭାବରେ ନିଆଜିବା କଥା କହିବା ସହ ଶ୍ରୀ ମିଶ୍ର, ନୟାଗଡ ଜିଲା ଏନେସି ଅଧ୍ଯକ୍ଷ ଗୁରପ୍ରସାଦ ଜେନା,ବେଗୁନିଆ ବୋଲଗଡରୁ ରବିନ୍ଦ୍ର ନାଥ ସୁବୁଧି, ବିଶ୍ବଜିତ ପଟ୍ଟନାୟକ ଓ ଜୟକୃଷ୍ନ ଦାସ ରାଜା ସରକାର ଓ ୫ ଟି କୁ ଅନୁରୋଧ କରିଛନ୍ତି.

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here