କରୋନା ମୁକାବିଲା କରିବା ନିମନ୍ତେ ମୈତ୍ରୀ କମ୍ପାନୀ ର ଚେୟାରମାନ୍ ହାତ ବଢାଇ ଥିବା ଯୋଗୁଁ ଜାତୀୟ ସ୍ତରରେ ଦାଦା ସାହେବ ଙ୍କ ଦ୍ଵାରା ପୁରସ୍କୃତ।

ଦଶମନ୍ତପୁର, 21/2

କରୋନା ଭୂତାଣୁକୁ ମୁକାବିଲା କରିବା ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ଏଥିରେ ବିଭିନ୍ନ ଅନୁଷ୍ଠାନ ସଚେତନା ହେବା ସହ ସରକାରଙ୍କୁ ସହାୟତାର ହାତ ବଢାଉଥିବା ଲକ୍ଷ୍ୟ କରାଯାଉଥିଲା। ସେହିପରି କଡିଙ୍ଗାମାଳି ମୈତ୍ରୀ ଇମ୍ଫ୍ରାଷ୍ଟକଚର ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ମଧ୍ୟ  କଡିଙ୍ଗାମାଳି ପ୍ରଭାବିତ ଅଞ୍ଚଳ କୋରାପୁଟ ଜିଲ୍ଲା ର ଦଶମନ୍ତପୁର ବ୍ଳକ, ଲକ୍ଷ୍ମିପୁର ବ୍ଳକ, ଏବଂ ରାୟଗଡା ଜିଲ୍ଲାର କାଶିପୁର ବ୍ଳକ ମଧ୍ୟରେ ମୈତ୍ରୀ କମ୍ପାନୀ ର ଚେୟାରମାନ୍ ଟି ଶ୍ରୀନିବାସୀ ରାଓ ଅଧକ୍ଷତାରେ ପିଆର୍ ଓ ମାନଙ୍କ ମୁଖ୍ୟ ପୁଷ୍ଟି ଦୁରିଆ ଏବଂ ପିଆର୍ ଓ ପିଲୁ ଗରଡା ସହ କର୍ମୀ ମାନଙ୍କ ଦ୍ଵାରା ଦେଇ ଥିବା ଅନୁଦାନ କୁ କରୋନା ଭୂତାଣୁ ମୁକାବିଲା କରିବା ନିମନ୍ତେ  କାର୍ଯ୍ୟକାରୀ କରା ଯାଇଥିବା ର ଦେଖିବାକୁ ମିଳିଥିଲା। କୋଭିଡି ସମୟରେ ଯେଉଁମାନେ କରୋନା ଭୂତାଣୁ କୁ ମୁକାବିଲା କରିବା ନିମନ୍ତେ ହାତ ବଢାଇ ଥିବା ପ୍ରସିଦ୍ଧ ବ୍ୟକ୍ତି ବିଶେଷ ଯଥା ସମସ୍ତ କଳାକାର,ରାଜନୈତିକ, ଲେଖକ ଏବଂ ବ୍ୟବସାୟ ମାନଙ୍କୁ ନେଇ କିଏ ଅଧିକ ସମାଜ ସେବା ରେ ନିୟୋଜିତ ହୋଇଛନ୍ତି ସେ ବାବଦରେ   ଏକ  ଜାତୀୟ ସ୍ତରରେ ତେଜ୍ ଲ୍ୟାଣ୍ତ୍ସ୍  ଇଣ୍ଡ୍ ସ୍ଥାନ  ଠାରେ  ଇଣ୍ଟରନେସେନାଲ୍ ଫିଲ୍ମ ଫେଷ୍ଟିଭାଲ୍ 2021ତରଫରୁ Real Heroes For କୋଭିଡି  warrior ” MOMENTO “କାର୍ଯ୍ୟକ୍ରମ ଅନୁଷ୍ଠିତ। ଏହି ଅବସରରେ ମୈତ୍ରୀ କମ୍ପାନୀ ର ଚେୟାରମାନ୍ ଟି ଶ୍ରୀନିବାସୀ ରାଓ ମଧ୍ୟ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଯେଉଁ ମାନେ କରୋନା ଭୂତାଣୁ କୁ ମୁକାବିଲା କରିବା ନିମନ୍ତେ ସହାୟତା ର ହାତ ବଢାଇ ଥିଲେ,ସେଥି ମଧ୍ୟରୁ  ମୈତ୍ରୀ କମ୍ପାନୀ ର ଚେୟାରମାନ୍ ଟି ଶ୍ରୀନିବାସୀ ରାଓ ଙ୍କୁ  ଦାଦା ସାହେବ ଙ୍କ ଦ୍ଵାରା ପୁରସ୍କୃତ ହୋଇ ଥିଲେ। ଏଥି ପୂର୍ବରୁ ସମାଜ ସେବା ବାବଦରେ ରାଷ୍ଟ୍ରପତି ଙ୍କ ଦ୍ଵାରା ମଧ୍ୟ ପୁରସ୍କୃତ ହୋଇଛନ୍ତି। ମୈତ୍ରୀ କମ୍ପାନୀ ଚେୟାରମାନ୍ ଙ୍କ ଦ୍ଵାରା ଜାତୀୟ ସ୍ତରରେ ଦୁଇ ଥର ଲେଖାଏଁ ପୁରସ୍କୃତ ହୋଇ କୋରାପୁଟ ମାଟି ର ମର୍ଜଦା ରଖୁଛନ�

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here