ରାଜ୍ୟ ସରକାର ଓ ବିଶ୍ବକର୍ମା ୫ ଟି ଚିଲିକା ପାଇଁ ରଖିଲେ କଥା :

ବହୁ ଜନହିତକର କାର୍ଯରେ ଲିପ୍ତ ରହିଥିବା ବହୁ ଚର୍ଚୀତ ଶ୍ରୀ ରାମ ଫାଉଣ୍ଡେଶନ ଓଡିଶା ପ୍ରାୟ ପ୍ରତେକ ଜିଲ୍ଲା ର ସଦସ୍ଯ ମାନେ ବିଭିନ୍ନ ଉର୍ନତ ମାନର ଚିନ୍ତାଧାର ରେ ଜନହିତ କର କାର୍ୟକରି ଜନସାଧାରଣକଂ ର ପ୍ରିୟପାତ୍ର ହୋଇ ପାରିଛନ୍ତି, ଫେବୃଆରୀ ମାସ ଦଶ ତାରିଖରେ ଖୋର୍ଧା ଜିଲ୍ଲା ଚିଲିକା ବାଲୁଗାଁ ଅନ୍ଚଳର ଫାଉଣ୍ଡେଶନ ଓଡିଶା ର ସହ ସମ୍ପାଦକ ଅଶୋକ କୁମାର ନାୟକ ଫାଉନ୍ଡେସନ ତରଫରୁ ସ୍ଥାନୀୟ ଅଞ୍ଚଳର କିଛି ଉର୍ନତୀ ଉଦେଶ୍ୟ ରେ ଫାଉନ୍ଡେସନ ଓଡିଶା ର ରାଜ୍ଯ ସଦସ୍ଯ ସମାଜ ସେବୀ ତଥା ଯୁବ ଶଂଗଠକ ଦେବୀପ୍ରସାଦ ମିଶ୍ର କୁଂ ଜଣାଇଥିଲେ, ପରେ ପରେ ଶ୍ରୀ ମିଶ୍ର ରାଜ୍ଯ ର ବରିଷ୍ଠ ଅଧିକାରୀ ଓ ଦାଇତ୍ୱ ରେ ଥିବା  ରାଜ୍ୟ ର ଦୁଇ ସହଯୋଗି ସଦସ୍ଯ ରବିନ୍ଦ୍ର ନାଥ ସୁବୁଧି ଓ ଜୟକୃଷ୍ନ ଦାସ କଂ ସହ ଆଲୋଚନା କରି ସ୍ଥାନୀୟ ଅଞ୍ଚଳର ସଦସ୍ୟ ପ୍ରକାଶ କୁମାର ପ୍ରଧାନ,ଟାଗିଂ ଅନ୍ଚଳର ଦୁଇ ସହ ସମ୍ପାଦକ ରବିନ୍ଦ୍ର କୁମାର ରଣା ,ସନ୍ତୋଷ କୁମାର ଚଉଧ୍ରୀ ଓ ସଦସ୍ଯ ଅଶ୍ୟୂନୀ ବିଭିନ୍ନ ଅନ୍ଚଳ ପରିଦର୍ଶନ କରିବାସହ ସ୍ଥାନୀୟ ଅନ୍ୟ ସଦସ୍ୟ ମାନକଂ ସହ ବିଭିର୍ନ ଉର୍ନୟନ ମୂଳକ କାର୍ୟ ବିଷୟରେ ଆଲୋଚନା କରି ଖୋର୍ଧା ଜିଲ୍ଲା ଯୋଜନା ବୋଡ ଅଧକ୍ଷ ତଥା ଫାଉନ୍ଡେସନ ଓଡିଶା ର ଜିଲ୍ଲା ମୂଖ୍ୟ  ପରାମର୍ଶ ଦାତା ବିଧାୟକ ଚିଲିକା ପ୍ରଶାନ୍ତ କୁମାର ଜଗଦେବକୁଂ ଏ କାର୍ୟକ୍ରମ ବିଷୟରେ ଅବଗତ କରାଇଥିଲେ ,ପରେ ପରେ ଏ ଶକ୍ରାଂନ୍ତ ରେ  ମାନ୍ୟବର ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡିଶା ର ବିଶ୍ବକର୍ମା ୫ ଟି ସଚିବ କୁଂ ସଦସ୍ଯ ମାନେ ବିନମ୍ର ଅନୁରୋଧ କରିବା କଥା ଯୁବ ଶଂଗଠକ ଶ୍ରୀ ମିଶ୍ର କହିଥିଲେ,ରାଜ୍ଯ ଯୋଜନା ବୋଡ ଉପାଧକ୍ଷ ସଞୟ ଦାସ ବର୍ମା ସଦସ୍ଯ ମାନକଂ ଅନୁରୋଧ ରକ୍ଷାକରି ବା ସହ ଚିଲିକି ମସ୍ଚ୍ୟଜିବୀ କଂ ପାଇଁ ବିଭିର୍ନ ଲୋକାଭିମୂଖି ଯୋଜନା ରେ ୮ କୋଟି ବ୍ୟୟ କରାଜିବାର ସୂଚନା ଗଣ ମାଧ୍ଯମରେ ଦେଇଥିଲେ,ଜନ ସାଧାରଣ ଓ ବୁଧିଜୀବୀ ମହଲରେ ସରକାରକୁଂ ଧନ୍ଯବାଦ ଦେବାସହ ଫାଉନ୍ଡେସନ ଓଡିଶା ର ସମସ୍ତ ସଦସ୍ଯ ମାନକୁଂ ଭୂରିଭୂରି ପ୍ରଶସାଂ କରାଯାଉଛି |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here