ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ର ଦିବସରେ ବାଇକ ଶୋଭାଯାତ୍ରା:ଜଗତସିଂହପୁର

ଜଗତସିଂହପୁର ରେ ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ହୋଇ ଯାଇଛି ସଡ଼କ ସୁରକ୍ଷା ସଚେତନତା ମାସର ଶେଷ ଦିବସରେ ଏକ ବାଇକ ଶୋଭାଯାତ୍ରା କୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଆର ପତାକା ହଲାଇ ଶୁଭ ଉଦଘାଟନ କରିଥିଲେ ଏହି ବାଇକ ଶୋଭା ଯାତ୍ରାରେ 30ଜଣ ପୋଲିସ ହୋଣ୍ଡା ସୋରୁମ, ଟିଭି ଏସ ସୋରୁମ ଓ ହିରୋ ସୋରୁମ ର ପ୍ରତ୍ୟେକ 10ଜଣ ଲେଖା କର୍ମଚାରୀ ଭାଗ ନେଇଥିଲେ ଏହି ବାଇକ ଶୋଭାଯାତ୍ରା ଏସପି ଅଫିସ ରୁ ବାହାରି ତ୍ରି୍ତୋଲ ଥାନା ଓ ପରେ ରଘୁନାଥପୁର ଦେଇ ଗାନ୍ଧିଛକ ବାଟେ ଏସପି ଅଫିସ ରେ ପହଂଚି ଥିଲେ ଦୁଇ ଚକିଆ ଗାଡି ଚଳାଇବା ବେଳେ ହାଲମେଟ ପିନ୍ଦିବା ମୋବାଇଲ ବ୍ୟବହାର ନ କରିବା ଦ୍ରୁତ ଗତିରେ ଗାଡି ନ ଚଲାବୁଲା ସମ୍ପର୍କ ରେ ଜନସାଧାରଣ ଙ୍କୁ ସଚେତନ କରାଇ ଥିଲେ.

ଜଗତସିଂହପୁର ରୁ ଜିଲ୍ଲା ପ୍ରତନିଧି ପ୍ରଫୁଲ କୁମାର ସାହୁ ଙ୍କ ରିପୋର୍ଟ ଓଡିଶା 1ଟିଭି |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here