ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରି ବ୍ଲକ ରାୟବିଧାର ଗ୍ରାମପଞ୍ଚାୟତ ଅପିଠୀ ଗ୍ରାମର ଅଗ୍ନି ବିପନ୍ନ ଙ୍କୁ ସହାୟତା .

ଆଜି ସନ୍ଧ୍ୟା ୬ଟା.୩୦ ମିନିଟ୍ ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରି ବ୍ଲକ ରାୟବିଧାର ଗ୍ରାମପଞ୍ଚାୟତ ଅପିଠୀ ଗ୍ରାମର ଅଗ୍ନି ବିପନ୍ନ ପରିବାରର ନବିନ ବରାଳ, ବିଚିତ୍ର ବରାଳ, ଚିତ୍ରସେନ ବରାଳ, ପବିତ୍ର ବରାଳ, ଲକ୍ଷ୍ମୀ ଧର ବରାଳ ଓ ଡିମିରିସେଣା ଗ୍ରାମ ପଞ୍ଚାୟତ ଖଜୁରିଆ ହୁବା ସାହି ଗ୍ରାମର କାଳୁଚରଣ ବେହେରାଙ୍କୁ ଭେଟି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଆଶ୍ଵସନା ଦେବା ସହିତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛନ୍ତି । ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ଉପସ୍ଥିତ ଥିଲେ ବ୍ରହ୍ମଗିରି ତହସିଲ ଅଧିନସ୍ତ ଭଣ୍ଡାରିକୁଦା ରଜସ୍ଵ ନୀରିକ୍ଷକ ସହଦେବ ବେହେରା, ଉପ ରାଜସ୍ବ ନୀରିକ୍ଷକ ଧନେଶ୍ଵର ଦାସ, ସୁପର ଭାଇଜର ଛଇଳ ପ୍ରଧାନ ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ନଳିନୀ ପ୍ରଭା ବରାଳ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here