ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ ଗଉଡିକେରା ଗ୍ରାମପଞ୍ଚାୟତ ଖଣ୍ଡିହର ଗ୍ରାମ ଠାରେ ସଙ୍କୀର୍ତ୍ତନ ସମ୍ମିଳନୀ ମହାବୀର ଜୋନର ନିର୍ମାଣଧିନ ଘର କାର୍ଯ୍ୟ ଶିଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁ

ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ ଗଉଡିକେରା ଗ୍ରାମପଞ୍ଚାୟତ ଖଣ୍ଡିହର ଗ୍ରାମ ଠାରେ ସଙ୍କୀର୍ତ୍ତନ ସମ୍ମିଳନୀ ମହାବୀର ଜୋନର ନିର୍ମାଣଧିନ ଘର କାର୍ଯ୍ୟ ଶିଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁ  ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କୁ କର୍ମକର୍ତ୍ତା ମାନେ ଅନୁରୋଧ କରିଛନ୍ତି । ଶ୍ରୀ ଦାସବର୍ମା ସଙ୍କୀର୍ତ୍ତନ ସମ୍ମିଳନୀ ଘର ପାଇଁ ଆବଶ୍ୟକ ଅର୍ଥ ବରାଦ କରି ନିର୍ମାଣ ଧୀନ କାର୍ଯ୍ୟ ଶିଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁ ଜୋନର କର୍ମକର୍ତ୍ତା ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମୟରେ ଉପସ୍ଥିତ ଥିଲେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ କାର୍ତ୍ତବିଯ୍ୟ ସ୍ବାଇଁ, ଗଉଡିକେରା ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ରମେଶ ପ୍ରଧାନ, ମହାବୀର ସଙ୍କୀର୍ତ୍ତନ ସମ୍ମିଳନୀର ସଭାପତି ରଘୁନାଥ ପରିଡା ଓ ସମ୍ପାଦକ ପ୍ରମୋଦ କୁମାର ବିଶ୍ଵାଳ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here