ବଳଭଦ୍ରପୁର,ଡ।ମରପୁରରେ ବିଧାୟକଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାଶ : ପଟ୍ଟାମୁଣ୍ଡାଇ

ପଟ୍ଟାମୁଣ୍ଡାଇ: ଆଜି ଅପରାହ୍ନ ୪ଟା ବେଳେ ମାନ୍ୟବର ବିଧାୟକ  ରାଜନଗର ଶ୍ରୀ ଧ୍ରୁବ ଚରଣ ସାହୁ        ଡ।ମରପୁର ପଞ୍ଚାୟତରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶିଳାନ୍ୟାସ କରିଥିଲେ। ବହୁ ପ୍ରତିକ୍ଷିତ ଡ।ମରପୁର-ବଳଭଦ୍ରପୁର ଘେରିବନ୍ଧ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୧୫ କୋଟିର ପ୍ରକଳ୍ପକୁ ଶିଳାନ୍ୟାସ କରିଥିଲେ। ତା ସହିତ ଜେନାପାଟଣା ରୁ ପାଳପାଟଣ। କୁ ବିଜୁ ସେତୁ ଯୋଜନାରେ ୫କୋଟିର ପ୍ରକଳ୍ପକୁ ଶିଳାନ୍ୟାସ କରିଥିଲେ। ତାଙ୍କ ସହିତ ବି.ଜେ.ଡ଼ିର  ବରିଷ୍ଠ ନେତା ତଥା ଡ।ମରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ  ସୁବାସ ଚନ୍ଦ୍ର ଦାଶ,ବିଜୁ ଯୁବ ଜନତା ଦଳର ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ସୁବ୍ରତ ରାଉଳ,ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ। ଶ୍ରୀମତୀ  ଜ୍ୟୋତିର୍ମୟୀ ବେହେରା   ଡ।ମରପୁର ସରପଞ୍ଚ ନିରଞ୍ଜନ ମାଝୀ,ସମିତିସଭ୍ୟ ବିଚିତ୍ର ମଲିକ ଉପସ୍ଥିତ ହେବ। ସହିତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ  କରିଥିଲେ।ପ୍ରଥମେ ଏକ ଭବ୍ୟ ବ।ଇକ ଶୋଭାଯାତ୍ରାରେ ମ।ଳିପୁର ଛକରୁ ବାଲିପାଟଣା,ଖର୍ଦ୍ଦା,ବଳଭଦ୍ରପୁର, ଡ।ମରପୁର ଦେଇ ର।ଘପୁର ତାରିଣୀ ମନ୍ଦିର ନିକଟରେ ଘେରିବନ୍ଧ ପ୍ରକଳ୍ପ ପାଇଁ ଶୁଭ ଦେଇଥିଲେ ଏବଂ  ଜେନପ।ଟଣ।- ଡ।ମରପୁର ପ।ଦଚଲା ପୋଲର ଶୁଭ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟ।ରେ ସ୍ଥାନୀୟ ଲୋକେ ଯୋଗ ଦେଇଥିଲେ।

ଆମ ପଟ୍ଟାମୁଣ୍ଡାଇ ପ୍ରତିନିଧି ପ୍ରିୟବ୍ରତ ଓଝା ଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here