ପଞ୍ଚାୟତିରାଜ ମନ୍ତ୍ରୀ ସମୀକ୍ଷା କଲେ ବିଭନ୍ନ ବ୍ଲକ : ସୁନ୍ଦରଗଡ଼

ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ବ୍ଲକର ଉନ୍ନୟନ ସକାସେ ଆସିଥିବା ବିଭିନ୍ନ ପ୍ରକଳ୍ପକୁ ନେଇ ସମୀକ୍ଷା କରିବା ସକାସେ ମାନ୍ୟବର ଉନ୍ନୟନ ବିଭାଗ ଓ ପଞ୍ଚାୟତି ରାଜମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଆଜି ସକାଳେ ରାଉରକେଲା ପହଁଞ୍ଚିବା ପରେ ବରିଷ୍ଠ କର୍ମୀଗଣଙ୍କ ସହ ସାକ୍ଷାତ କରି ପ୍ରଥମେ ନୂଆଗାଁ ବ୍ଲକକୁ ଯାଇ ସେଠାରେ ବିଭିନ୍ନ ପ୍ରକଳ୍ପ ଜରିଆରେ ହୋଇଥିବା ଉନ୍ନୟନ୍ନ ମୂଳକ କାର୍ଯ୍ୟ ର ତଦାରଖର କରିବା ସହ ସମୀକ୍ଷା କରିଥିଲେ l ଉକ୍ତ ଅଞ୍ଚଳରେ ଚାଷୀ ଭାଇ ମାନେ କିଭଳି ଅଧିକ ଉପାର୍ଜନ କ୍ଷମ ହୋଇପାରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଅଯିବ ବୋଲି ମତବ୍ୟକ୍ତ କରିଥିଲେ l ଅନୁରୂପ ଭାବେ କୁଆଁରମୁଣ୍ଡା ବ୍ଲକକୁ ଆସି ଏହି ଅଂଚଳର ଉନ୍ନତୀକରଣ ପାଇଁ ବିଶେଷ ଦୃଷ୍ଟି ଦିଆଯିବ ବୋଲି ସର୍ବ ସମ୍ମୁଖରେ ପ୍ରକାଶ କରିଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀ ଆସନ୍ତା ୧୬ ତାରିଖ ମାନ୍ୟବର ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସୁଥିବା ବେଳେ ଚାରି ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ନେଇ ଆସୁଛନ୍ତି ଏବଂ ଏଥିରେ ଜିଲ୍ଲାର ସମସ୍ତ ବ୍ଲକ ପାଇଁ କିଛି ନା କିଛି ଭାଗ ରହିବ ବୋଲି ମନ୍ତ୍ରୀ ମହୋଦୟ କହିଥିଲେ l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here