ଥାନା ଗେଟ କୁ ଧକାଦେଇ ଓଲଟି ପଡ଼ିଲା ଗାଡି,ଜଣଙ୍କ ମୃତ୍ୟୁ, ଦୁଇ ଗୁରୁତର

ବଲାଙ୍ଗୀର, ତା୦୯-୦୨: ଟିଟିଲାଗଡ ରେ ବିପର୍ଯ୍ୟସ୍ତ ଟ୍ରାଫିକ ସମସ୍ୟା ଲାଗିରହି ଥିବା ବେଳେ ସାଧାରଣ ବେଶ ହଟହଟା ହେବା ସହ ଧନ ଜିବନ ନଷ୍ଟ ହୋଇଚାଲିଛି । ସେହିପରି ଆଜି ଦିନ ପ୍ରାୟ ୩ ଘଣ୍ଟା ସମୟରେ କଣ୍ଟାବାଞ୍ଜି ରୁ ଆସୁଥିବା ବେଳେ ଟିଟିଲାଗଡ ଥାନା ର ଗେଟ କୁ ଧକ୍କା ଦେଇ ଓଲଟି ପଡିଥିଲା । ଉକ୍ତ ରାସ୍ତା କଡରେ ପନି ପରିବା ଦୋକାନ କରି ଥିବା ଜଣେ ମହିଳା ଙ୍କ ର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବା ଦେଳେ ଗୁରୁତର ଦୁଇ ଜଣ ଙ୍କୁ ଟିଟିଲାଗଡ ଡାକ୍ତରଖାନା ରୁ ବଲାଙ୍ଗୀର ମ୍ୟାଡ଼ିକାଲ କଲେଜ ଡାକ୍ତର ଖାନା କୁ ସ୍ଥାନାନ୍ତର କରାଯାଇଛି । ଚାରି ଜଣ ଗୁରୁତର ଆହତ ଅବସ୍ଥାରେ ଟିଟିଲାଗଡ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here