ଖୋର୍ଧା ଓ ନୟାଗଡ ଜିଲ୍ଲା ର ମଧ୍ୟ ସ୍ଥାନରେ ସମାଜ ସେବୀ ପ୍ରଦିପ୍ତ ମହାପାତ୍ର କଂର ଜିମ୍ ସେଣ୍ଟର ଉଦ୍ଘାଟନ

ଖୋର୍ଧା ଓ ନୟାଗଡ ଜିଲ୍ଲା ର ମଧ୍ୟ ସ୍ଥାନରେ ସମାଜ ସେବୀ ପ୍ରଦିପ୍ତ ମହାପାତ୍ର କଂର ଜିମ୍ ସେଣ୍ଟର ଉଦ୍ଘାଟନ ପାଇଁ ମାନ୍ଯବର ବିଧାୟକ ବେଗୁନିଆ ରାଜେନ୍ଦ୍ର କୁମାର ସାହୁ ,ଜିଲ୍ଲା ପରିଷଦ ସଭ୍ୟାକଂ ପ୍ରତିନିଧି ତଥା ବୋଲଗଡ ବ୍ଲକ ସଭାପତି ରବିନ୍ଦ୍ର ନାଥ ସୁବୁଧି,ସରପଞ୍ଚ କଂ ପ୍ରତିନିଧି ପ୍ରଫୁଲ କୁମାର ପ୍ରଧାନ ଓ ରାଜ୍ୟ ସମାଜସେବୀ ତଥା ଶ୍ରୀ ରାମ ଫାଉଣ୍ଡେଶନ ଓଡ଼ିଶା ର ରାଜ୍ଯ ସଦସ୍ଯ ଦେବୀପ୍ରସାଦ ମିଶ୍ର ସନ୍ମାନୀୟ ଅତିଥି ଭାବରେ ସେଠାରେ ଯୋଗ ଦେଇଥିଲେ । ଯୁବ ସମାଜ ପାଇଁ ଏ ନିତ୍ୟାନ୍ତ ଉପଯୋଗି ଓ ଆବଶ୍ଯକତା ରହିଛି ବୋଲି ବିଧାୟକ ଓ ଅତିଥି ମାନେ ଜିମ ର ସମସ୍ତ ଦାଇତ୍ୱ ରେ ଥିବା ମୁନା କୁଂ କହିଥିଲେ । ବିଧାୟକ ରାଜେନ୍ଦ୍ର କୁମାର ସାହୁ ତଥା ବେଗୁନିଆ ନିର୍ବାଚନ ମଣ୍ଡଳୀର ଜୟ ଶ୍ରୀ ରାମ ଫାଉଣ୍ଡେଶନ ଓଡ଼ିଶାର ଖୋର୍ଧା ଜିଲ୍ଲା ସଭାପତି ବେଗୁନିଆ ବ୍ଲକ ପାଇଁ ଉପ ସମ୍ପାଦକ ଭାବେ ଶିବାନୀ ମଲିକ ,ବୋଲଗଡ ବ୍ଲକ ପାଇଁ ପ୍ରତାପ ରଣସିଂହ ଓ ରାଜ ସୂନାଖଳା ର ବିବେକାନନ୍ଦ ପ୍ରଧାନ . କୁଂ ରଣପୁର ଅନ୍ଚଳର ଫାଉଣ୍ଡେଶନ ସହଯୋଗି ସଦସ୍ଯ ହିସାବରେ ଶ୍ରୀ ରାମ ଫାଉଣ୍ଡେଶନ ଓଡିଶା ତରଫରୁ ସନ୍ମାନୀତ କରିଥିଲେ । କିନ୍ତୁ ସ୍ଥାନୀୟ ବିଧାୟକ ତାକଂ ପଦ ପଦବି ଦେବାକଥା କହିଥିଲେ, ଆବଶ୍ଯକତା ମୂତାବକ ରାଜ୍ଯ ସରକାର କଂର ପ୍ରୋସ୍ଚାହନ ରାଶି କିପରି ଭାବରେ ଜନ ସାଧାରଣକଂ ପାଖରେ ପହଁଚି ପାରିବ ନୂତନ ସଦସ୍ୟ ମାନକୁଂ କହିଥିଲେ । ନୂତନ ଦାଇତ୍ୱ ରେ ରହଥିବା ଫାଉଣ୍ଡେଶନ ସଦସ୍ଯ ମାନକୁଂ ସହଯୋଗ କରିବା ପାଇଁ ରଣପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଜିଲ୍ଲା ଯୋଜନା ବୋଡ ଅଧକ୍ଷ ଓ ଫାଉଣ୍ଡେଶନ ଓଡିଶାର ଜିଲ୍ଲା ଅଧକ୍ଷ ବାଦଲ ପ୍ରଧାନ ,ଫାଉଣ୍ଡେଶନ ଓଡିଶା ର ବରିଷ୍ଠ ପଦ ପଦବୀ ରେ ଥିବା ପୂର୍ବତନ ବ୍ଲକ ଅଧକ୍ଷ କାଳୁ ପଟ୍ଟନାୟକ ଓ ପୂର୍ବତନ ହାଟ୍ରିକ ମାରିଥିବା ରାଜ ସୂନାଖଳା ସରପଞ୍ଚ ତଥା ବରିଷ୍ଠ ସାମାଜିକ କର୍ମୀ ଶଚିକାନ୍ତ ଶଢଗୀଂ କଂ ସହମତି ଓ ସହଯୋଗ ରେ ରାଜ୍ଯ ସରକାର କଂର ପ୍ରୋସ୍ଚାହନ ରାଶି ଯୋଉଠି ପହଁଞ୍ଚି ପାରିନି ତାକୁ ସଦସ୍ୟ ମାନକଂ ସହଯୋଗ ରେ କାରାଇବା ସହ ସେମାନକୁଂ ସହଯୋଗ କରିବା ପାଇଁ ଫାଉନ୍ଡେସନ ର ରାଜ୍ଯ ସଦସ୍ଯ ତଥା ରାଜ୍ୟ ସମାଜ ସେବି ଦେବୀପ୍ରସାଦ ମିଶ୍ର ଓ ସମାଜ ସେବି ରବିନ୍ଦ୍ର ନାଥ ସୁବୁଧି କଂ ଉପସ୍ଥିତିରେ ଗଣମାଧ୍ୟମ ଆଗରେ ରଣପୁର ବିଧାୟକ କୁଂ ଅନୁରୋଧ କରିଥିଲେ। ନୂତନ ପଦ ପଦବୀ ଦିଆ ଜାଇଥିବା ଯୁବକ ମାନେ ଜଦି ଠିକ୍ କାର୍ୟରେ ନିଜର କ୍ଷମତା ନଲଗାଇ କ୍ଷମତାର ଅପ ପ୍ରୟୋଗ କଲେ ତେବେ ତାକୁଂ ପଦ ପଦବୀ ରୁ ବହିଷ୍କାର କରାଯିବା ସହ କୈାଣସି ପ୍ରକାରର ସହଯୋଗ କରାଜିବ ନାହିଁ ବୋଲି ମାନ୍ଯବର ବିଧାୟକ ଶ୍ରୀ ସାହୁ କହିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here