ଓସିଏଲ ବିରୁଦ୍ଧରେ ପ୍ରତିକ୍ରିୟା ପ୍ରକାଶ କଲେ ନୀଳଚକ୍ର ଶାଖା : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ନୀଳଚକ୍ର ଶାଖା କର୍ମୀ ଓ ନେତା ତଥା ସ୍ଥାନୀୟ ଜନସାଧାରଣ, ବିଭିନ୍ନ ପ୍ରକାର ସମସ୍ୟା ଓ କମ୍ପାନୀର ମନମୁଖୀ କାର୍ଯ୍ୟକଳାପରେ ଅତିଷ୍ଟ ହୋଇ ତଥା ବେକାର ଯୁବକ ଯୁବତୀ ଙ୍କୁ ଶିକ୍ଷାଗତ ଯୋଗ୍ୟତା ଭିତ୍ତିକ ସ୍ଥାୟୀ ଚାକିରୀ ଦେବାପାଇଁ ବାରମ୍ବାର କରିବା ସତ୍ୱେ ଡ଼ାଲମିଆଁ ଭାରତ ଗ୍ରୁପ ସେମାନଙ୍କ ଅଭିଯୋଗ କୁ କର୍ଣ୍ଣପାତ ନ କରିବାରୁ ଆସନ୍ତା ବାର ଫେବୃଆରୀରୁ ଆମରଣ ଅନଶନରେ ମୁଖ୍ୟ ଗେଟରେ ବସିବେ ବୋଲି ନୀଳଚକ୍ର ଆବାହକ ଶ୍ରୀମତି ଶଶୀ ରେଖା ସାମଲ ଓ ପୂର୍ବତନ ସଭାପତି ଶ୍ରୀଧର ସ୍ୱାଇଁ ରାଜଗାଙ୍ଗପୁର ଥାନା ଅଧିକାରୀ ଙ୍କୁ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି l ତେବେ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ କମ୍ପାନୀ ଦାୟୀ ରହିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here