ଜୈନିକ ଅନାଥ ପିଲାଙ୍କ ଥାଇଥାନ ଦାୟିତ୍ବ ବହନ କଲା ଜିଲ୍ଲା ଶିଶୁ ମଂଗଳ କମିଟି : କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ହଜାରୀ ଗ୍ରାମର ୨ବର୍ଷତଳେ ହୃଦଘାତରେ ମୃର୍ତ୍ୟୁ ବରଣ କରିଥିବା ସ୍ୱର୍ଗତ ପିତା-ରମେଶ ଚନ୍ଦ୍ର ଲେଙ୍କା ଓ ଗତ ୧୫ ଦିନ ତଳେ କ୍ୟାନସର ରୋଗରେ ପୀଡ଼ିତ ହୋଇ ମୃର୍ତ୍ୟୁ ବରଣ କରିଥିବା ସ୍ୱର୍ଗତ ମାତା- ସୁମିତ୍ରା ଲେଙ୍କାଙ୍କ ନବମ ଶ୍ରେଣୀରେ ପାଠ ପଢୁଥିବା ଏକ ମାତ୍ର ପୁଅ ତଥା ୧୪ବର୍ଷର ନାଁବାଳକ କଳ୍ପତରୁ ଲେଙ୍କାଙ୍କୁ ସରକାରଙ୍କ ତରଫରୁ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦାସଙ୍କ ସହିତ ଜିଲ୍ଲା ଶିଶୁ ମଂଗଳ କମିଟିର ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାଶ ଏବଂ ପୂର୍ବତନ ଅଧ୍ୟକ୍ଷା ଏବଂ ବର୍ତ୍ତମାନର ସଦସ୍ୟା ଶ୍ରୀମତୀ ସ୍ମିତାଞଳୀ ମହାପାତ୍ର ଓ ଅନ୍ୟାନ୍ୟ ସଦସ୍ୟ ଓ ସଦସ୍ୟା ମାନଙ୍କ ସାହାଯ୍ୟ ସହଯୋଗ କ୍ରମେ ତାର ଖାଇବା, ପିବା ଓ ରହିବା ଏବଂ ପାଠ ପଢିବା ସହିତ ସମସ୍ତ ଥଇଥାନ ବ୍ୟବସ୍ଥା ବା ବନ୍ଦୋବସ୍ଥ କୋରୁଆ ପଲ୍ଲୀଶ୍ରୀଠାରେ କରାଯାଇଥିବା ସୂଚନା ମିଳିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here