ଦବଗଂଗିରିକୁ ଘଣ୍ଟ ଘୋଡ଼ା କାହିଁକି : ନୟାଗଡ

ନୟାଗଡ ଜିଲ୍ଲା ଭାପୁର ବ୍ଲକ ନିମାଣୀ ଗ୍ରାମ ର କାଶିଆ ପାହାଡରେ ଥିବା ମା ଗୁପ୍ତଗଙ୍ଗା ପିଠର ବନାଞ୍ଚଳ ପରିବେଶର ସୈାନ୍ଦର୍ୟ କରଣ ସହିତ ବହିଜାଉଥିବା ଝରଣା ପାଇଁ ବିହିତ ପଦକ୍ଷପ ନେବାପାଇଁ ରାଜ୍ଯ ସରକାରଙ୍କୁ ଅନୁେରାଧ କରିବା ପରେ ଜିଲ୍ଲାର କିଛି ପରିମାଣର କାର୍ଯ୍ୟ ନିର୍ଦେଶ ପରେ ବ୍ଲକ ପ୍ରଶାସନ ମାଧ୍ଯମରେ କାର୍ୟ୍ଯ ଚାଲିଥିଲା । ସମସ୍ତ ରାଜ୍ଯ କୁ କରୋନା ଭଳି ମହାମାରୀ ଚଡକ ପଡିଥିବା ସମୟରେ କାର୍ଯ୍ୟଦାଇତ୍ୱରେ ଥିବା ଯନ୍ତ୍ରୀ ଅଶୋକ ମିଶ୍ରଙ୍କ ନିର୍ଦେଶ ମୁତାବକ କାର୍ୟ୍ଯ କରାଯାଉଥିଲା। କିନ୍ତୁ ବିଲ କରାନଯାଇ ବ୍ୟସ୍ତ ହୁଅନାହିଁ ବିଲି କରାଜିବ ମୋ ଉପରେ ସାର ଅଛନ୍ତି ସାରଙ୍କ ସହ ଟିକେ ମୁଁ କଥା ହେଇଯାଏ ଏପରି ଭାବରେ କହିଥିଲେ ଯେଇ ମହୋଦୟ,ଶୁଣିବାକୁ ମିଳିଛି | ଯେତେଥର ଅନୁରୋଧ କରାଯାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଏପରି ଦୁଇ ଦୁଇ ଥର ଲେଖେ ଦୁଇ ଦୁଇ ସପ୍ତାହର ମଷ୍ଟ୍ଲୋଲ ରଦ କରା ଜାଇଥିଲା । ବାରମ୍ବାର ନିର୍ଦେଶ ମାନି କାର୍ୟ କରାଗଲେ ମଧ୍ୟ ବିଲି କରା ନଜିବା କଥା ୫ଟି କୁ ଜଣାଇବା ପାଇଁ ଦାଯିତ୍ବରେ ଥିବା ଯନ୍ତ୍ରୀଙ୍କୁ କହିବାରୁ ମୁଁ ଜେଇ ନା ତମେ, ୫ ଟିକୁ କହିଦେବ ସେ ବିଲି କରିଦେବେ,ଏହା ଆମେ କହୁନାହୁଁ ସ୍ଥାନୀୟ ଦାୟିତ୍ୱରେ ଥିବା ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ମିଳିଛି ସବୁ ପ୍ରକାରର ପ୍ରମାଣ ସହିତ, ଜଣେ କାର୍ୟ୍ଯରତ ଅଫିସରକଂର ଏପରି ଅଶୋଭନୀୟ ଆଚରଣ ପାଇଁ ସାଧାରଣ ଲୋକମାନେ ନିଶ୍ଚତ ଭାବରେ ବହୁ ସମସ୍ଯାରେ ପଡୁଥିବା କଥାମନେ ହେଉଛି,ରାଜ୍ଯ ସରକାର ଜନସାଧାରଣମାନଙ୍କର ସମସ୍ତ ଉର୍ନତି ଚାହୁଥିଲା ବେଳେ କାହା ଛତ୍ରଛାୟା ରେ ରହି ସରକାରଙ୍କ ପାଇଁ ଏପରି କଦର୍ୟ୍ଯ ମନ୍ତବ୍ଯ ଦେଇଛନ୍ତି ଯନ୍ତ୍ରୀ, ପରେ ପରେ ଲିଖିତ ଅଭିଯୋଗ ପରେ ବ୍ଲକ ଗୋଷ୍ଠୀ ଉର୍ନୟନ ଅଧିକାରୀ ଓ ବ୍ଲକ ଉପାଧକ୍ଷ ଅଫିସରଙ୍କୁ ତାଗିତ କରିବା ପରେ କିଛି ପରିମାଣରେ ବିଲି କରି ପରେ ପରେ ଆଉ କିଛି ବିଲ କରିଥିଲେ । ଏପଟେ ୫ଟିର ଦୁର୍ନ୍ନିତି ଖୋର ଅଫିସରଙ୍କୁ ଛାଟ ପଡୁଥିଲା ବେଳେ ଯନ୍ତ୍ରୀ କଂର ସାଧାରଣ ଜନ ସାଧାରଣଙ୍କ ପାଇଁ ଏପରି ଘୃନ୍ୟ କାର୍ୟ୍ଯ ସହିତ ୫ଟିକୁ ଏପରି ଦୂର୍ବ୍ୟବହାର ପାଇଁ ପଦକ୍ଷପ ନିଆଜାଇନଥିବାରୁ ଜନସାଧାରଣଙ୍କର ରାଜ୍ଯ ସରକାର ଓ ରାଜ୍ୟ ପ୍ରଶାସନ ୫ଟି ଠାରୁ ଭରସା ତୁଟିବାର ଆଶା କରାଯାଉଥିବା ଆଭାସ ମିଳୁଛି |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here