ତିର୍ତୋଲ ବ୍ଲକ କିଲିପାଳ ଗ୍ରାମରେ ଅଭାବନିୟ ଘଟଣା, ସୋଇଥିବା ବେଳେ ବିଳମ୍ବିତ ରାତିରେ ନିଆଁ ଲଗାଇଲେ ଦୁର୍ବୁତ୍ତ : ଜଗତସିଂହପୁର

ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅଧିନସ୍ଥ କନିମୂଳ ପଞ୍ଚାୟତ କିଲିପାଳ ଗ୍ରାମର ଗୋଲେଖ ଦାସ ତିନି ଚାରିବର୍ଷ ହେବ ମହାନଧିକୁଳ ମଠ ପାଖରେ ଏକ ତେଜରାତି ଦୋକନ କରି ପରିବାର ପ୍ରତିପୋଷଣ କରନ୍ତି।ଗତକାଲି ବିଲମ୍ବିତ ରାତିରେ ସୋଇଥିବା ସମୟରେ ଘରେ କିଏ ଦୁର୍ବୁତ୍ତ ନିଆଁ ଲଗାଇ ଦେଇଛି। ନିଆଁ ଲାଗିବା ଫଳରେ ନିଦ ଭାଗିଂଲା ବେଳକୁ ଘର ପୋଡି ଜାଇଛି ଜିବନ ବିକଳରେ କବାଟ ଭାଗିଂ ଜିବନ ବଞ୍ଚାଇଇଛନ୍ତି ଗୋକୁଳ ଦାସ। ପାଖଆଖ ଲୋକଙ୍କୁ ଡାକିଥିଲେ ମଧ୍ୟ ନିଆଁ କୁ ଆୟତ କରିପାରିଲେନି। ତେଜରାତି ଦୋକାନର ଆସବାପତ୍ର ହିରୋ ପାସ୍ୱାନ ମଟର ସାଇକେଲ ସହିତ ଗାଡିକାଗଜପତ୍ର ଆଧାରକାଡ ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ସମ୍ପୁନ୍ନ ନଷ୍ଟ ହୋଇଜାଇଛି ।
ତେବେ ଖବରପାଇ ସକାଳେ କ୍ରିଷ୍ଣାନଦପୁର ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭକରିଛନ୍ତି।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here