ପୂର୍ବତନ ସରପଞ୍ଚ ତଥା ସମବାୟବୀତ ରାଜକିଶୋର ରାଉଳଙ୍କ ବିୟୋଗରେ ଶୋକ : ପଟ୍ଟାମୁଣ୍ଡାଇ

ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଲିପାଟଣା ଗ୍ରାମ ନିବାସୀ ଶ୍ରୀଯୁକ୍ତ ରାଜକିଶୋର ରାଉଳଙ୍କ ୮୧ ବର୍ଷ ବୟସରେ ଫେବୁଆରୀ-୧ ତାରିଖ ସନ୍ଧ୍ୟ। ୭ଘଟିକା ସମୟରେ ନିଜ ବାଲିପାଟଣାସ୍ଥ ବାସଗୃହରେ  ହୃଦଘାତରେ ପରଲୋକ ହୋଇଛି।  ଶ୍ରୀଯୁକ୍ତ ରାଉଳ ଅଞ୍ଚଳର  ଜଣେ ପରୋପକାରୀ,ସମାଜସେବୀ  ତଥା ଅଭିବକ୍ତ ଡ।ମରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ। ସେ ଡ।ମରପୁର ସମବାୟ ସମିତିର ୫ଥର ସଭାପତି ମଧ୍ୟ ଥିଲେ। ସେ ବିଜୁଜନତା ଦଳ ଡ।ମରପୁରର ସଭାପତି ରହି ସଫଳତାର ସହ ଦ।ଇତ୍ଵ  ତୁଲାଇଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Report: ପ୍ରିୟବ୍ରତ ଓଝା

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here