ପେଟ୍ରୋଲ ପମ୍ପରେ ତେଲ ଭରିବା ସମୟରେ କାରରେ ଲାଗିଲା ନିଆଁ : ରାଉରକେଲା

ବିରାଟ ବଡ ଅଘଟଣରୁ ବର୍ତ୍ତିଗଲେ କାର ଚାଳକ ସହ ପେଟ୍ରୋଲ ପମ୍ପ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ସହର ସ୍ଥିତ ଡେଲି ମାର୍କେଟର ପେଟ୍ରୋଲ ପମ୍ପ ପରିସରରେ ।କାରରେ ଲାଗିଲା ନିଆଁ । ପେଟ୍ରୋଲ ପମ୍ପରେ ଏକ କାର ପେଟ୍ରୋଲ ଭରୁଥିବା ସମୟରେ ଅଗିଂକାଣ୍ଡ ଘଟିଥିଲା ।ହଠାତ କାରର ଇଂଜିନରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ କାର ଭିତରେ ବସିଥିବା ଯାତ୍ରୀମାନେ ସୌଭାଗ୍ୟ ବସତ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ କାରରେ ଲାଗି ଯାଇଥିବା ନିଆଁକୁ ସ୍ଥାନୀୟ ଲୋକେ ଆୟତ୍ତ କରିଥିଲେ । ପେଟ୍ରୋଲ ପମ୍ପ ପରିସରେ କାରରେ କିପରି ନିଆଁ ଲାଗିଲା ତାହାର କାରଣ ଅସ୍ପଷ୍ଟ ରହିଛି । ତେବେ ସାହସର ସହିତ କେତେକ ଯୁବକ ଓ କିଛି ଅଧିବାସୀ ପ୍ରାଣ ମୁର୍ଚ୍ଛା ଉଦ୍ୟମ କରି ଜଳନ୍ତା କାରରରୁ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ । ଏକ ବଡ ଧରଣର ଅଘଟଣରୁ ବର୍ତ୍ତିଗଲେ କାରଯାତ୍ରୀ ତା ସହିତ ବଞ୍ଚିଗଲା ପେଟ୍ରୋଲ ପମ୍ପ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।
BIG BRAKING NEWS

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here