କେନ୍ଦ୍ରାପଡା ଗରାପୁର ଡାକବଙ୍ଗଳା ସମ୍ମୁଖ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଗଣ ସତ୍ୟାଗ୍ରହ

ଆଜି ୩୦ ଜାନୁୟାରୀ ବା ଶହୀଦ ଦିବସ ଉପଲକ୍ଷେ କୃର୍ଷକ ଆନ୍ଦୋଳନକୁ ବିରୋଧ କରି ସରକାରୀ ଷଡଯନ୍ତ୍ର ବିରୋଧରେ ସିପିଆଇ, ସିପିଏମ୍ ଓ କଂଗ୍ରେସ ନେତାମାନେ ଯଥା -ଶ୍ରୀଯୁକ୍ତ ଗୟାଧର ଧଳ, ମୁକ୍ତାର ଖାଁ ଓ ଆଇଜିବୀ ରମଣୀ ରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଏକ ଗଣ ସତ୍ୟାଗ୍ରହ ଗରାପୁର ଡାକବଙ୍ଗଳା ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ କରାଯିବା ସହିତ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିରୋଧି ବିଭିନ୍ନ ନାରା ଦେଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । ତେବେ ଚାଲନ୍ତୁ ଶୁଣିବା ସତ୍ୟାଗ୍ରହୀ ମାନେ କେମିତି ଓ କିପ୍ରକାର ନାରାବାଜୀ ଦେଉଛନ୍ତି ସିଧାସଳଖ ଶୁଣିବା ସେମାନଙ୍କ ମୁହଁରୁ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here