ନାଉଗାଁ ରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ : ଜଗତସିଂହପୁର

ନାଉଗାଁ ଶିଖର ମୁଖ୍ୟ ରାସ୍ତା ରେ ଏକ ବାଇକ ଭାର ସ୍ୟାମ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ଥିବାର ଦେଖି ବାକୁ ମିଳିଛି l ସୂଚନା ଯୋଗ୍ୟ ଯେ ଉକ୍ତ ବାଇକି ଚାଳକ ହେଲେ ଚାରି ଛକ ଅଞ୍ଚଳ ର ଦିପୁ ପାତ୍ର ଏବଂ ତାଙ୍କ ସାଙ୍ଗ ଭାସ୍କର ଦୁହେଁ ପାରାଦୀପ ରୁ ନିଜ ଘରକୁ ବାଇକ ରେ ଫେରୁ ଥିବା ସମୟରେ ନାଉଗାଁ ସାଧୁଗୋସ୍ୱାମୀ ଛକ ନିକ ଟରେ ଭାର ସ୍ୟାମ ହରେଇ ସାଧୁଗୋସ୍ୱାମୀ ହୁଣ୍ଡୀ ବାକ୍ଶ ରେ ପିଟି ହୋଇ ଯାଇଥିଲେ l ଏବଂ ରାତ୍ରି ଅଧିକା ହେବାରୁ ସେ ସେଠି ଏକ ଘଣ୍ଟା ଜାୟ ପଡି ରହିଥିଲେ l ସେହି ରାସ୍ତା ଦେଇ ଅଞ୍ଜନ କୁମାର ମୁଦୁଲି ନିଜ ଘରକୁ ଫେରୁ ଥିବା ସମୟରେ ତାଙ୍କର ରଡି ଶୁଣି ସେଠି ସେ ଅଟିକି 108 ଆମ୍ବୁଲାନ୍ସ କୁ ଫୋନ କରି ତାଙ୍କୁ ମେଡିକାଲ ପଠାଇ ଥିଲେ l ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସଳୟ କୁ ସ୍ତାନାନ୍ତରିତ କରା ଯାଇ ଥିଲା l ଅଞ୍ଜନ ଙ୍କର ଏଭଳି ସାହାଯ୍ୟ କାରି ଏବଂ ଉଦାର ମନ ଭାବକୁ ଦେଖି ଚାରି ଆଡୁ ପ୍ରଶଂସା ର ସୁଅ ଛୁଟି ଆସିଛି l


ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ l

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here