ନାଉଗାଁ ଓଡ଼ିଆ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ବୈଠକ : ଜଗତସିଂହପୁର

ଜଗତସିଂହପୁର ଜିଲ୍ଲା ନାଉଗାଁବ୍ଳକ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ ନାଉଗାଁ ସାଖାର ସାଙ୍ଗଠନିକ ବୈଠକ ନାଉଗାଁ ହାଟ ଉଚ୍ଚ ବିଦ୍ୟାଳୟରେଅନୁଷ୍ଠିତ ହେଇଥିଲା ।ଏହି ବୈଠକରେ ସଭାପତିତ୍ବ କରିଥିଲେ ନିରଞ୍ଜନ ମହାନ୍ତି ।ମୁଖ୍ୟ ଅତିଥି ଭାବେ ନାଉଗାଁ ବ୍ଳକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ୍ ଯେଗଦେଇଥିବାବେଳେ ନିମତ୍ରିତ ଅତିଥି ଭାବେ ଜଗତସିଂହପୁର ବ୍ଲକ ଓଷ୍ଟା ସଂପାଦକ ତ୍ରଲେଚନ ସାହୁ ଜଗତସିଂହପୁର ଜିଲ୍ଲା ସମ୍ପାଦନା ନାରାୟଣ ଚନ୍ଦ୍ର ବାରିକ । ଜଗତସିଂହପୁର ଜିଲ୍ଲା ଯୁଗ୍ମବ ସଂପାଦକ ଅନିଲ କୁମାର ଜେନା ,କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ତପନ କୁମାର ସିଂ ଯେଗ ଦେଇଥିଲେ । ଅତିଥି ପରିଚୟ କରିଥିଲେ ଶିକ୍ଷକ ଅମୁଲ୍ଯ କୁମାର ମିଶ୍ର ଏବଂ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ସୁକାନ୍ତ କୁମାର ଲେଙ୍କା । ଏହି ବୈଠକରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ନାଉଗାଁ ସାଖାର ନୁତନ କର୍ମ କର୍ତା ଚୟନ କରାଯିବା ସହ ନାଉଗାଁ ବ୍ଳକ ରୁ ସାମ୍ବାଦିକ ବୈଷ୍ଣବ ରାଉଳ ,ମନୋଜ ନାୟକ ,ଅଭିମନୁ ସାହୁ ,କୁନାବାରିକ ,ଆଲେକ ସିଶୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେସରେ ହିମାଶୁ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here