ବୁଗୁଡା ବ୍ଲକ୍ ୩ୟ ଓ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶ : ଗଞ୍ଜାମ

ବୁଗୁଡା ,( ଡ଼ଃ. କୁମୁଦ ଚନ୍ଦ୍ର ବେହେରା): ତୃତୀୟ ଶ୍ରେଣୀ ଓ ପଞ୍ଚମ ଶ୍ରେଣୀ ର ୨୦୧୯-୨୦ ବୃତ୍ତି ପରୀକ୍ଷା ଫଳ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ନୀଳମାଧବ ଷଡଙ୍ଗୀ ପତ୍ର ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟକୁ ପ୍ରେରଣ କରିଥିବା ଜଣାପଡିଛି। ବିଇଓଙ୍କ ପତ୍ର ପ୍ରକାରେ ତୃତୀୟ ଶ୍ରେଣୀ ମେଧାବୃତ୍ତି ପାଇଥିବା ଶିକ୍ଷାର୍ଥୀମାନେ ହେଲେ ୧- ତେଜସ୍ୱିନୀ ଖାଡେଙ୍ଗା (ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୁଗୁଡା) ୨- ମଧୁସ୍ମିତା ସାହୁ (ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ, ବୁଗୁଡା) ୩- ସନ୍ଦୀପ କୁମାର ସାହୁ (ପ୍ରାଥମିକ ବିଦ୍ୟାଳୟ, ସୋରଡ଼) ୪- ଶ୍ରୀକୃଷ୍ଣ ଜେନା (ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୁଗୁଡା) ୫- ଶୁଭମ୍ କୁମାର ପାତ୍ର (ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୁଗୁଡା) ୬- ଶାନ୍ତିଲତା ଜେନା (ପ୍ରାଥମିକ ବିଦ୍ୟାଳୟ, ଜି ନୂଆଁସାହି) ୭- ମନୀଷା ରାଣୀ ପ୍ରଧାନ (ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ମୋଟାବାଡ଼ି) । ସେହିପରି ତୃତୀୟ ଶ୍ରେଣୀ ଗରିବ ଛାତ୍ର ମେଧାବୃତ୍ତି ପାଇଥିବା ଶିକ୍ଷାର୍ଥୀମାନେ ହେଲେ ୧- ସ୍ମୁରୁତି ଶ୍ରୀୟା ନାୟକ (ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ବାଲିପଦର) ୨- କାହ୍ନୁ ଗୌଡ଼ (ଏସ.ଏ.ବିଦ୍ୟାପୀଠ, ବି.କରଡ଼ାବାଡ଼ି) ୩- ଅଙ୍କିତା ନାୟକ (ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ମୋଟାବାଡ଼ି) ୪- ଗୌରବ ଗୌଡ଼ (ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୁଗୁଡା) ୫- ହିତାର୍ଥୀ ପ୍ରଧାନ (ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ମୋଟାବାଡ଼ି) ୬- ପ୍ରଦୀପ କୁମାର ଗୌଡ଼ (ଉନ୍ନୀତ ଉଚ୍ଚ ବିଦ୍ୟାଳୟ,କରସିଙ୍ଗି) ୭- ଅମ୍ରିତା ପ୍ରିୟଦର୍ଶନୀ ଦାଶ (ନିଉ ଏରା ପବ୍ଲିକ ସ୍କୁଲ, ବୁଗୁଡା) ।
ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପାଇଥିବା ଶିକ୍ଷାର୍ଥୀ ମାନେ ହେଲେ ୧- ଅମିତ କୁମାର ସାସମଲ (ମା ସରସ୍ୱତୀ ଶିଶୁ ମନ୍ଦିର, କଳମ୍ଵ) ୨- ତନ୍ମୟ କୁମାର ସ୍ୱାଇଁ (ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୁଗୁଡା) ୩- ପ୍ରିୟଙ୍କା ପ୍ରଧାନ (ୟୁ.ପି. ସ୍କୁଲ, କରଚୁଲି) ୪- ଶ୍ରବଣ କୁମାର ବିଷୋୟୀ (ୟୁ.ପି. ସ୍କୁଲ, ମହୁଳପଲ୍ଲୀ) ୫- ସୌମ୍ୟଶ୍ରୀ ସୁଧାଶିଷ ପାତ୍ର (ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ମାଣିତରା) ୬- ଟି. କୀର୍ତ୍ତିମାନ ପାତ୍ର (ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ,ବୁଗୁଡା) ୭- ସ୍ବୟଂ ପ୍ରସାଦ ବଡୁ (ମା ସରସ୍ଵତୀ ଶିଶୁ ମନ୍ଦିର, କଳମ୍ବ) । ସେହିପରି ଗରିବ ଛାତ୍ର ମେଧାବୃତ୍ତି ପାଇଥିବା ଶିକ୍ଷାର୍ଥୀ ମାନେ ହେଲେ ୧- ପୂଜା ନାୟକ (ୟୁ.ଜି. ହାଇ ସ୍କୁଲ, କରସିଙ୍ଗି) ୨- ମନୀଷା ପ୍ରଧାନ (ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ମୋଟାବାଡ଼ି) ୩- ସଂଗ୍ରାମ କେଶରୀ ପାତ୍ର (ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ବୁଗୁଡା) ୪- ଅମୃତମୟୀ ମିଶ୍ର (ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୁଗୁଡା) ୫- ପ୍ରକୃତି ପ୍ରଧାନ (ନୋଡାଲ ୟୁ.ପି. ସ୍କୁଲ, ବାଲିପଦର) ୬- ଶୁଭସ୍ମିତା ବେହେରା (ମା ସରସ୍ଵତୀ ବିଦ୍ୟା ମନ୍ଦିର, ମାଣିତରା) ୭- ଦୀପକ କୁମାର ବେହେରା (ମା ସରସ୍ଵତୀ ବିଦ୍ୟା ମନ୍ଦିର, ମାଣିତରା)। ବିଇଓ ଶ୍ରୀ ଷଡଙ୍ଗୀ, ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଓ ପିତାମ୍ବର ବିଷୋୟୀ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here