କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ରାପଡ଼ା ଗ୍ରସ୍ତ ।

ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରାପଡା ଗ୍ରସ୍ଥରେ ଆସି ସର୍ବ ପ୍ରଥମେ ତିନିମୁହାଣୀ ରାମମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବା ପରେ ମନନ୍ଦିରକୁ ଯାଇଁ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କୁ ଦର୍ଶନ କରି ପ୍ରଭୁ ଶ୍ରୀରାମଙ୍କ ଆଶ୍ରୀବାଦ ନେବାପରେ ନିକଟସ୍ଥ ଟ୍ରାଫିକ୍ ଛକ ନିକଟରେ ଥିବା ନେତାଜୀ ଜୟନ୍ତୀ ପାଳନ ଅବସରରେ ନେତାଜୀଙ୍କ  ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସିଧା ସଳଖ ଗରାପୁର,ପଟ୍ଟାମୁଣ୍ଡେଇ ଓ ରାଜନଗର ଦେଇ ଭିତରକନିକାର ଇକୋ ରିଟ୍ରେଟଠାରେ ରାତ୍ରୀ ଜାପନ କରିବା ପରେ ସକାଳ ୮.୪୦ ମିନିଟରେ ରାଜନଗର ବ୍ଲକର ଲଳିତ ପାଟ୍ଟିଆ ଜିପିର ଖୋଲା ଜେଟୀରୁ ବାହାରି ଡାଂଗମାଳ ଜିପିର ଭିତରକନିକା ଜାତୀୟ ଉଦ୍ୟାନ ଠାରେ ୯.୩୦ ମିନିଟ୍ ସମୟରେ ପହଞ୍ଚିବାପରେ 9.30ରୁ 10.15ମିନିଟ୍ ପର୍ଯ୍ୟନ୍ତ ଭିତରକନିକା ନେସନାଲ୍ ପାର୍କ ବୁଲି ଦେଖିବା ପରେ 10.15 ମିନିଟରେ ଡାଂଗମାଳ ଭିତରକନିକା ଛାଡି ରାଜନଗର,ପଟ୍ଟାମୁଣ୍ଡାଇ ରାସ୍ତାଦେଇ ଜଜାଂଗ ସର୍କିଟ୍ ହାଉସ୍ ଠାରେ 12.05ରେ ପହଞ୍ଚିବା ପରେ କିଛି ସମୟ ସେଠାରେ ବିଶ୍ରାମ ନେଇ 12.25ରେ ସର୍କିଟ୍ ହାଉସ୍ ଛାଡି ଠିକ୍ 12.30ମିନିଟ୍ ସମୟରେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଶିଦ୍ଦ ବଳଦେବଜୀଉଙ୍କ ମନ୍ଦିରକୁ ଯାଇ ଅଧଘଣ୍ଟା ପର୍ଯ୍ୟନ୍ତ ପ୍ରଭୁ ବଳଦେବଜୀଉଙ୍କୁ ଦର୍ଶନକରି ପୁନ୍ନରାୟ ଅପରାହ୍ନ 1ଟାରେ ପୁଣି ସାନ୍ତସାହି ପୋଲ, ପୁରୁଣା ମଟର ଷ୍ଟାଣ୍ଡ ଓ ଗରାପୁର କାଳିମନ୍ଦିର ଛକ ଓ ଆଇବି ଛକଦେଇ ସର୍କିଟ୍ ହାଉଠି ପହଞ୍ଚିବା ପରେ ମଧ୍ୟାନ ଭୋଜନ ସର୍କିଟ୍ ହାଉଠି କରିସାରିବା ପରେ ଟିକେ ବିଶ୍ରାମ ନେବା ପରେ ଅପରାହ୍ନ ୨ଘଟିକା ସମୟରେ କେନ୍ଦ୍ରାପଡା ସର୍କିଟ୍ ହାଉସ୍ ସ୍ଥାନ ଛାଡି ଭାୟା ସାଲେପୁର, କଟକଦେଇ ଭୂବନେଶ୍ୱର ଏୟାର୍ ପୋର୍ଟଠାରେ ଅପରାହ୍ନ ୩.୪୫ ମିନିଟ୍ ସମୟରେ ପହଞ୍ଚିବା ପରେ ସେଠାରେ କିଛି ସମୟ ଅତିବାହିତ କରିବା ପରେ 7.30ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାହାରି ନିଉ ଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ବିମାନ ବନ୍ଦର ଠାରେ 9.45ମିନିଟ୍ ସମୟରେ ପହଞ୍ଚିବାର ବନ୍ଦୋବସ୍ତ ରହିଥିବା ଓଏସଡିର ମିନିଷ୍ଟ୍ରି ପିଏନଜି ଆଣ୍ଡ୍ ଷ୍ଟିଲର ଭାରତ ସରକାରଙ୍କ ତରଫରୁ ସୂଚନା ମିଳିଥିବା ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here