୭ବର୍ଷର କୁନି ଧାବକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ।

ଆଜି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ବାରୋ ଗ୍ରାମ ପଞ୍ଚାୟତର ତରାଣ୍ଡୋ ଗ୍ରାମର ପିତା ଏକାଦଶୀ ବେହେରାଙ୍କ ୭ବର୍ଷର ପୁଅ ଦ୍ୱିତୀୟ ଶ୍ରେଣୀର ଛାତ୍ର କିଶୋର କୁମାର ବେହେରା(କାହ୍ନାଁ)ଙ୍କୁ ବିଶିଷ୍ଟ ସମାଜସେବୀ ତଥା ଓଡ଼ିଆ ଚଳଚ୍ଚିତ୍ର ପ୍ରଡ୍ୟୁସର ଶ୍ରୀଯୁକ୍ତ ମାନସ କୁମାର ସାହୁ ଏବଂ ପରିବେଶବିତ୍ ଓ ଶିକ୍ଷାବିତ୍ ଶ୍ରୀଯୁକ୍ତ ପାର୍ଥ ସାରଥି ବେହେରା, ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ଓ ସାମ୍ବାଦିକ ରଞନ କୁମାର ସାହୁ, ଗୌତ୍ତମ ସାହୁ, ନାରୀନେତ୍ରୀ ଅନୀତା ମହାନ୍ତି ପ୍ରମୁଖ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ଅବସରରେ ତାଙ୍କ ତରାଣ୍ଡୋସ୍ଥିତ ବାସଭବନରେ ପହଞ୍ଚି ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ କିଛି ଆର୍ଥିକ ରାଶି ସାହାଯ୍ୟ କରିବା ସହିତ କିପରି ଆଗାମୀ ଦିନରେ ଉକ୍ତ ବାଳକ ଜିଲ୍ଲା ସ୍ତରରୁ ଜାଇଁ ରାଜ୍ୟ ଓ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତି ପାଦିତ କରିପାରିବ ଏବଂ ରାଜ୍ୟ ସରକାର କିପରି ତାଙ୍କ ପରିବାର ସହିତ ଉକ୍ତ କୁନି ଧାବକକୁ ସରକାରୀ ସ୍ତରରେ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇଦେବେ, ସେବିଷୟରେ ମତବ୍ୟକ୍ତ କରି ଶ୍ରୀଦ୍ଧ ବଳଦେବ ଜୀଉଙ୍କ ନିକଟରେ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

ମାଙ୍କ ପ୍ରତିକ୍ରିୟା
ବାପାଙ୍କ ପ୍ରତିକ୍ରିୟା

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here