ପର୍ୟ୍ଯଟନସ୍ଥଳୀ ର ମାନ୍ଯତା ପାଇଁ ଶ୍ରୀ ରIମ ଫାଉନ୍ଡେସନ ର ଅନୁରୋଧ

ରୂତୁ ବଦଳୀଲା ପରି ବିଶ୍ବ ମାନଚିତ୍ରରେ ଓଡିଶା ର ସୈାନ୍ଦର୍ୟ ବଦଳିବାରେ ଲାଗିଛି,ମାନ୍ଯବର ମୂଖ୍ଯମନ୍ତ୍ରୀ ବିଜେଡ଼ି ସୂପ୍ରିମୋ ନବୀନ ପଟ୍ଟନାୟକ ଓ ମୋ ସରକାର ୫ଟି ସଚିବ ଭିକେ ପାଣ୍ତିଆନ ସମସ୍ତ କ୍ଷେତ୍ରରେ ବିଭିନ୍ନ ଉର୍ନତି ମୂଳକ କାର୍ୟ  କରାଇଚାଲିଛନ୍ତି ଓଡିଶା ବାସୀକଂ ପାଇଁ, ବିଶ୍ବବାସୀକଂର ଆରାଧ୍ୟ ଦେବତା ଶୀକ୍ଷେତ୍ର ନିବାସୀ ଜଗନ୍ନାଥ ମହାପ୍ରଭୂ କଂର ଧାମର ଉର୍ନତୀ କରଣ କରି ବିଶ୍ବବାସୀକଂର ହୃଦୟରେ ବସା ବାନ୍ଧି ସାରିଛନ୍ତି ଉଭୟ ,ଓଡିଶା ବାସୀକଂ ପାଇଁ ମାନ୍ୟବର ମୂଖ୍ଯମନ୍ତ୍ରୀ ଓଡିଶା ବାସୀକଂ ପାଇଁ ଦେଖିଥିବା ସ୍ବପ୍ନକୁ ସାକାର କରିବା ଉଦେଶ୍ଯ ରେ  କେତେବେଳେ ବନ୍ଦର ତ କେତେବେଳେ ଲିଗଂରାଜ ମନ୍ଦିର,ହକି ଷ୍ଟାଡିଅମ ,ହସ୍ପିଟାଲ ,ଷ୍କୁଲ, ଜଗଂଲ ତ କେତେବେଳେ ପଶ୍ଚିମ ଓଡିଶା ମା ସମଲେସୋରୀ ଧର୍ମାନୁଷ୍ଠାନର ଉର୍ନତୀ ନିମନ୍ତେ ରାତିଦିନ ଏକ କରି ଦେଇଛନ୍ତି ମୋ ସରକାର ୫ଟି ସଚିବ,ଏପଟେ ସରକାରକଂର ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଜନସାଧାରଣକଂ ପାଇଁ କରାଯାଉଥିବା ଜନହିତକର କାର୍ୟ ଗୁଡିକୁ ନିଜ ଜିଲ୍ଲା ସହିତ ଅନ୍ୟ ନିର୍ବାଚନ ମନ୍ଡଳୀର ଉର୍ନତୀ  କରିବା ସହ  ମୂଖ୍ଯମନ୍ତ୍ରୀକଂର ଓଡିଶା ବାସୀକଂ ପାଇଁ ଥିବା ସ୍ବପ୍ନକୁ ସାକାର କରିବାକୁ ଯାଇ ବିରୋଧି ବସେଇଥିବା ଜାଲ କୁ ଖାତିର ନକରି ହେବିୟୋଟ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ହରବର ନହୋଇ ଜନସେବା କାର୍ୟକ୍ରମ ନିଜଶୈଳିରେ ଜାରି ରଖିଥିବା ବେଳେ ତାଙ୍କ ଶିଶ୍ୟତ୍ୟୋ ଲାଭ କଲା  ଭଳି ତାକଂ କାର୍ୟଶୈଳୀ କୁ ଅନୁକରଣ କରି ରାଜ୍ଯ ରେ ପ୍ରାୟ  ନିର୍ବାଚନ ମଣ୍ଡଳୀର ଜନ ସାଧାରଣ କଂ ପାଇଁ ବିଭିନ୍ନ  ଉର୍ନତୀ ମୂଳକ  କାର୍ଯ୍ୟକ୍ରମ କରିବା ସହ ଅସୁବିଧାରେ ଥିବା ଲୋକକୁଂ ସଦା ସାହାୟ କରିଆଛନ୍ତି  ଜୟ ଶ୍ରୀ ରାମ ଫାଉଣ୍ଡେଶନ ଓଡିଶା ର ସଦସ୍ଯ ମାନେ, ଖଣ୍ତପଡା ନିର୍ବାଚନ ମଣ୍ଡଳୀର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ,ନୟାଗଡ ଜିଲା ଯୋଜନା ବୋଡ ଅଧକ୍ଷ ତଥା ବିଧାୟକ ରଣପୁର ବାଦଲ ପ୍ରଧାନ,ପୂର୍ବତନ ରାଜ୍ୟ ପ୍ରଶାସକ  ବିଜେଡ଼ି ଜିଲ୍ଲା ସଭାପତି ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା, ଓ  ବିଜୁ ଜନତା ଦଳର ଶାଂଗଠନିକ ସମ୍ପାଦକ ପଣବ ପ୍ରକାଶ ଦାସ ଓ ଦାଇତ୍ୱ ରେ ଥିବା ରାଜ୍ୟ କାର୍ୟ୍ଯକାରିଣୀ ସଦସ୍ଯ କଂ ନିର୍ଦେଶ ମୁତାବକ ମାନ୍ଯବର ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ କଂ କାର୍ୟ ଶୈଳିର ଅନୁସାରେ ପ୍ରତେକ ଜିଲ୍ଲା ରେ ଜନସାଧାରଣକଂ ପାଇଁ ଉର୍ନତୀ ମୂଳକ କାର୍ଯ୍ୟକ୍ରମ କରିବା ପାଇଁ ଜୟ ଶ୍ରୀ ରାମ ଫାଉଣ୍ଡେଶନ ଓଡିଶା ର ସଦସ୍ଯ ରାଜ୍ଯ ସମାଜସେବୀ ଦେବୀପ୍ରସାଦ ମିଶ୍ର କହିଛନ୍ତି,ସେହିପରି ଭାବେର ଖଣ୍ତପଡା ନିର୍ବାଚନ ମଣ୍ଡଳୀ ଭାପୁର ବ୍ଲକ ନିମାଣୀ ଗ୍ରାମ ପଞ୍ଚାୟତ ର ନିମାଣୀ ଗ୍ରାମ କାଶିଆ ପାହାଡରେ ପ୍ରକୁତିକ ପରିବେଶ ର ଜୀବଜନ୍ତୁ ଓ ପକ୍ଷି ମାନକଂ ର ସ୍ବରରେ କମ୍ପୁଥିବା ଜଗଂଲରେ ଦୁସ୍ତ ଅବସ୍ଥାରେ ପଡିରହିଥିବା  ବହୁଚର୍ଚୀତ ମା ଗୁପ୍ତ ଗଂଗା କଂ  ପାଦ ଦେଶରୁ କୁଳୁକୁଳୁ ନାଦ କରି ଅହରହ  ଝରିଯାଉ ଥିବା ଜଳ ପାନ କରି ବହୁ ଅସାଧ୍ୟ ରୋଗରୁ ମୁକ୍ତି ହେଇଛନ୍ତି ବହୁ ସ୍ରଧାଳୁ ଭକ୍ତ,ବହୁ ଜିଲ୍ଲା ରୁ ଭକ୍ତ ମାନକଂର ଯାତାୟତରେ ବାଧା ପ୍ରାପ୍ତ ହେଉ ଥିବା ଦେଖି ଜୟ ଶ୍ରୀ ରାମ ଫାଉଣ୍ଡେଶନ ର ସଦସ୍ଯ ମାନେ ରାଜ୍ଯ ସରକାର କୁଂ ଅନୁେରାଧ କରିବା ପରେ ବ୍ଲକ ପ୍ରଶାସନ ଓ ପ୍ରଶାସକଂ ସହଯୋଗ ରେ  ଜିଲ୍ଲା ପ୍ରଶାସନ ମାଧ୍ଯମରେ ରାଜ୍ଯ ସରକାର କୋଭିଡି ସମୟରେ ଅଭାବ ଅନଟନ ଭିତରେ ଥିବା ଲୋକକଂର ହାହାକାର ଅବସ୍ଥାକୁ ଆଖି ଆଗରେ ରଖି ମହାତ୍ମାଗାନ୍ଧି କର୍ମ ନିଯୁକ୍ତି ରେ  କିଛି ପ୍ରୋଛାହନ ରାଶି ଦେଇଥିଲେ,ତାର କାର୍ୟ୍ଯ ପ୍ରାରମ୍ଭ ରୁ ଶହେ ଲୋକକଂର ଦୁଇ ଦୁଇ ଥର ମଷ୍ଟ୍ଲୋଲ ବାହାରି ତାକୁ ରଦ କରି ଦିଆଯାଇଥିଲା, ଏ ନେଇ ସ୍ଥାନୀୟ ପଞ୍ଚାୟତ ଯନ୍ତ୍ରୀ ଅଶୋକ ମିଶ୍ର କୁଂ ପଚାରି ବାରୁ ମୋ ଇଛା ନା ତମ ଇଛା,ମୋ ସରକାର ୫ଟି ଯୋଜନା କୁ ଚାହିଁ ଏକଥା କହୁଚନ୍ତି ତ ବୋଲି ତାକୁଂ ସଦସ୍ୟ ମାନେ ପଚାରି ଥିଲେ କିନ୍ତୁ ଉତରେ ତାକୁଂ କହି ଦେବ ସେ ଆସି ବିଲ କରିଦେବେ ତମ ମାନକଂ ପାଇଁ ,ଏମିତି ଅନେକ କିଛି ଆଇନି ବିରୋଧ କଥା ଆମ ପାଖରେ ଲାଗିଛି ଆବଶ୍ୟକତା ହେଲେ ଦିଆଜିବ ,ମୁଁ କାହାକୁ ଡରେନି  ଚାକିରି  ନକଲେ ବି ମୋର ଚଳିବ,ଏପରି ପାଞ୍ଚ ମାସ ପର୍ୟ୍ଯନ୍ତ ବିଲ ବନ୍ଦ କରିଥିଲେ,ପରେ ପରେ ମାନ୍ୟବର ବିଧାୟକ ,ବ୍ଲକ ଉପାଧକ୍ଷ ଓ ବିଡିଓ ଜାଣିବା ପରେ କିଛି ପରିମାଣରେ ବିଲ କରାଇ ଥିବା କଥା ଶୁଣିବାକୁ ମିଳିଛି,କିନ୍ତୁ ଆଜି ପର୍ୟନ୍ତ କାହିଁକି ଶହେ ଲୋକ କଂର ଦୁଇ ଦୁଇ ଥର ଦୁଇ ସପ୍ତାହର କାର୍ୟ ରଦ କରାଗଲା ଏ ନେଇ ବୁଧିଜୀବୀ ମହଲରେ ପ୍ରଶ୍ନବାଚୀ  ସୃଷ୍ଟି ହୋଇଛି, କଥା ହେଉଛି କାହା ଛତ୍ରଛାୟା ତଳେ ରହି ଏ ଯନ୍ତ୍ରୀ ରାଜ୍ଯ ସରକାର ଓ ମୋ ସରକାର ୫ଟି ସଚିବ କରିଥିବା ଯୋଯନାକୁ ଫୁତ୍କାରରେ ଉଡେଇ ଛନ୍ତି ,ଏ ନେଇ ରାଜ୍ୟବାସୀକୁଂ କଥା ଦେଇଥିବା ୫ଟି ସଚିବ ମୋ ସରକାର ତଦନ୍ତ କରି କି ରାଜ୍ୟକୁ ଅବମାନନା କରିବାର କି ପ୍ରକାରର କାର୍ୟ୍ଯାନୁଷ୍ଠାନ ନେଉଛନ୍ତ ତାହା ଦେଖିବାକୁ ରାଜ୍ଯ ବାସୀ ଅପେକ୍ଷା କରିଛନ୍ତି I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here