ନୟାଗଡ ଜିଲ୍ଲା ର ଶିଶୁ ମୃତ୍ୟୁ ର ନ୍ୟାୟ ପାଇଁ ଗ୍ରାମବାସୀ ଙ୍କ ରାସ୍ତା ରୋକ : ନୟାଗଡ

ନୟାଗଡ ଜିଲ୍ଲା ଭାପୁର ବ୍ଲକ ନିମାଣୀ ଗ୍ରାମ ର ଦୁଇ ବର୍ଷ ତଳେ ସରୋଜ ସେଠୀ କଂ ଏକ କୁନି ଶିଶୁ ର ମୃତ୍ୟୁ ମାମଲାର ବହୁମାସ ପରେ କୈାଣସି ସଠିକ ସନ୍ଧାନ ନପାଇବାରୁ ଏ ନେଇ ଗ୍ରାମର ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ କୁ ବିଧିବଧ ଭାବରେ ଜଣାଇଥିଲେ । ଗ୍ରାମବାସୀ ଓ ଗ୍ରାମର ସମସ୍ତ ସ୍କୁଲ ପଢୁଥିବା ଶିଶୁମାନେ ନ୍ୟାୟ ପାଇଁ ଦୁ୍ଖରେ ରାଜ ରାସ୍ତା କୁ ଓଲ୍ହାଇ ଥିଲେ ମୃତ୍ଯୁ କୁନି ଶିଶୁକୁ ନ୍ୟାୟ ଦେବାପାଇଁ। ଏ ନେଇ ବିଭିନ୍ନ ସାମ୍ବାଦିକ ମାନେ ମଧ୍ୟ ସେହି ସ୍ଥାନରେ ଉପସ୍ଥିତ ହୋଇଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଜଣେ କାର୍ୟ୍ଯରତ ସାମ୍ବାଦିକ କୁଂ ରାସ୍ତାରୋକ କେସରେ ପକା ଯାଇଛି । କାର୍ୟ୍ଯ ରତ ସାମ୍ବାଦିକ ନିଜର ବୃତି ଅନୁସାରେ ଖବର ଶଂଗ୍ରହ କରିବାକୁ ଯାଇଥିବା ଅବସ୍ଥାରେ ତାକଂ ଉପରେ କୈାଣସି ଦୃଷ୍ଟିରୁ ଆକ୍ରୋସ ମନୋଭାବ ରଖି ଏପରି କାର୍ୟ୍ଯ କରାଯାଇଛି ବୋଲି ସାମ୍ବାଦିକ ଦେବୀପ୍ରସାଦ ମିଶ୍ର ସମସ୍ତକୁଂ କହିଛନ୍ତି । ଏ ନେଇ ସାମ୍ବାଦିକ ସଂଘର ସଭାପତିକଂ ସହ ସମସ୍ତ ସାମ୍ବାଦିକ ମାନେ ଭାପୁର ବ୍ଲକର ପୋଲିସ ପ୍ରଶାସନ କୁ ଘୋର ନିନ୍ଦା କରିବା ସହ ଉକ୍ତ ପୋଲିସ ଅଧିକାରୀ କାହା ପ୍ରରୋଚନାରେ ଏପରି ଘୃନ୍ୟ ଓ ନିନ୍ଦନୀୟ କାର୍ୟ୍ଯ କରିଛନ୍ତି ,ତାହା ସରକାରକୁଂ କୈଫତ ଦେବାକୁ ଅନୁେରାଧ କରିଛନ୍ତି ରାଜ୍ଯ ସାମ୍ବାଦିକ ସଂଘ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here