ସ୍ୱୟଂ ଚାଳିତ ପାଣିପାଗ ଯନ୍ତ୍ର ସ୍ଥାପନ : ନବରଙ୍ଗପୁର

ଡାବୁଗାଁ, ୨୦/୧ ବୁଧବାର ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ସ୍ୱୟଂ ଚାଳିତ ପାଣିପାଗ ଯନ୍ତ୍ର ସ୍ଥାପନ କରାଯାଇଛି | ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ଭାରତ ପାଣିପାଗ ବିଜ୍ଞାନ ବିଭାଗ ଇଞ୍ଜିନିୟର ଶ୍ରଦ୍ଧାନନ୍ଦ ବିଶ୍ୱାଳ, ରଞ୍ଜନ କୁମାର ମହାପାତ୍ର ଦ୍ଵାରା ନୂତନ ଭାବେ ସ୍ୱୟଂ ଚାଳିତ ପାଣିପାଗ ଯନ୍ତ୍ର ସ୍ଥାପନ କରିଛନ୍ତି । ଇଞ୍ଜିନିୟର ମାନଙ୍କ ସୂଚନା ଅନୁଯାଇ ଏହି ଯନ୍ତ୍ର ଦ୍ଵାରା ବର୍ଷାର ପରିମାଣ, ବାୟୁର ତାପମାତ୍ରା, ପବନର ବେଗ ଓ ଗତି ବାୟୁର ଆଦ୍ରତା ଇତ୍ୟାଦି ସଠିକ ଭାବରେ ସୂଚନା ମିଳିପାରିବ । ବର୍ତ୍ତମାନ ୧୨ ଘଣ୍ଟା ସୁଦ୍ଧା ନବରଙ୍ଗପୁର ତାପମାତ୍ରା ୨୭॰୭୨ ରହିଛି |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here