ଜୟ ଶ୍ରୀ ରାମ ଫାଉଣ୍ଡେଶନ ର ଜନହିତକର କାର୍ଯ୍ୟ : ପୁରୀ

ବହୁ ଚର୍ଚୀତ ଜୟ ଶ୍ରୀ ରାମ ଫାଉଣ୍ଡେଶନ ‌ଓଡିଶା ର ପ୍ରତ୍ୟକ ଜିଲ୍ଲା ରେ ତାର ସଦସ୍ଯ ମାନକଂ ଦ୍ବାରା ବହୁ ଜନହିତକର କାର୍ଯ୍ୟ କରିବା ସହ ସମସ୍ୟା ରେ ଥିବା ଜନସାଧାରଣକୁଂ ଜିଲ୍ଲା ପ୍ରଶାସନ ମାଧ୍ୟମରେ ନିଶ୍ଚତ ଭାବରେ ସ୍ଥାନୀୟ ପଶାସକ ଓ ପ୍ରଶାସନୀକ ଅଧିକାରୀ କୁଂ ଜଣାଇ ସରକାରୀ ଓ ବେସକାରୀ ସ୍ତରୀୟ ସାହାର୍ୟ୍ଯ ସହଯୋଗ କରିବା ପାଇଁ ଫାଉଣ୍ଡେଶନ ର ସଦସ୍ଯ ମାନେ ସଦା ସଜାଗ ରହି ଆସିଛନ୍ତି। କୋଭିଡ ପୂର୍ବରୁ ଅସହାୟ ମାନକୁଂ ଭୋଜନ ଦେବା ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ରେ ତାକଂ ପାଖରେ ଠିଆ ହୋଇ ସହଯୋଗ କରି ଆସୁଥିବା ଏ ଫାଉଣ୍ଡେଶନ ର ସଦସ୍ଯ ମାନେ ସମସ୍ତକ ପାଖରେ ଆଦରଣୀୟ ହୋଇ ପାରିଛନ୍ତି। ରାଜ୍ୟ ରାଜନୀତିରେ ବହୁ ଚର୍ଚିତ ନୟାଗଡ ଜିଲ୍ଲା ଭାପୁର ବ୍ଲକ ର ସମସ୍ତ ସୋଂୟସହାୟକ ଗୋଷ୍ଠୀ ମହାସଂଘର ସମସ୍ତ ପଞ୍ଚାୟତର ପ୍ରେସିଡେନ୍ଟ ଓ ସେକ୍ରେଟାରୀ ମାନେ ଏକତ୍ରୀତ ହୋଇ ସେମାନକଂର ମହାସଂଘର ମୂଖ୍ଯ ସଭାପତି ଓ ସେକ୍ରେଟାରୀ ମାନେ ଫାଉଣ୍ଡେଶନ ଓଡିଶା ର ରାଜ୍ଯ ସଦସ୍ଯ ତଥା ସମାଜ ସେବୀ ଯୁବ ସଂଗଠକ ଦେବୀପ୍ରସାଦ ମିଶ୍ର କଂ ଉପସ୍ଥିତିରେ ଆଜି ବିଧିବଧ ଭାବରେ ଜୟ ଶ୍ରୀ ରାମ ଫାଉଣ୍ଡେଶନ ଓଡିଶା ସହ ସମସ୍ତ ମା ମାନେ ମିଶିଲେ । ଅସୁବିଧା ବେଳେ ଏକାଠି ହୋଇ ରହି ସମସ୍ୟା ର ସମାଧାନ କରିବା ର ନିଷ୍ପତି ନେଲେ । ଖଣ୍ତପଡା ନିର୍ବାଚନ ମଣ୍ଡଳୀର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଭାଗ ର ଉପଦେଷ୍ଟା ଅନୁଭଵ ପଟ୍ଟନାୟକ, ଭାପୁର ବ୍ଲକ ଉପାଧକ୍ଷ ଗୟାଧର ପରିଡା ଓ ଅନ୍ଚଳର ସମସ୍ତ ମାନ୍ଯଗନ୍ୟ ବ୍ୟକ୍ତି କୁଂ ସମସ୍ତ ଜନହିତକର କାର୍ଯ୍ୟ ରେ ସହଯୋଗ କରିବା ପାଇଁ ଅନୁେରାଧ କରିଛନ୍ତି ଫାଉଣ୍ଡେଶନ ଓଡିଶାର ରାଜ୍ଯ ସଦସ୍ଯ ଶ୍ରୀ ଦେବୀପ୍ରସାଦ ମିଶ୍ର।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here