୩୨ତମ ସଡକ ସୁରକ୍ଷା ସପ୍ତାହ ରଥର ଶୁଭ ଉଦ୍ଘାଟନ।

ଜଗତସିଂହପୁର ଆଞ୍ଚଳିକ ପରିବହନ ବିଭାଗ ତରଫରୁ ସ୍ଥାନୀୟ କଲେଜ ଛକ ଠାରେ  ୩୨ତମ ସଡକ ସୁରକ୍ଷା ସଚେତନତା ସପ୍ତାହ-୨୦୨୧ରଥର ଶୁଭ ଉଦ୍ଘାଟନ ଓ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରତାପକିଶୋର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି,ସମ୍ମାନିତ ଅତିଥି ଭାବେ ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ର,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ,ପୌର ନିର୍ବାହିଅଧିକାରୀ ବିମଲ କୁମାର ଲେଙ୍କା ଯୋଗଦେଇ ସଡକ ସୁରକ୍ଷା ସଚେତନତା ସପ୍ତାହ ରଥ କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର,ବିଜେଡି ଯୁବ ଉପସଭାପତି ଗୌରପ୍ରସାଦ ମହାନ୍ତି, ବିଜେଡ଼ି ଆଇଟି ସଂଯୋଜକ ରତିରଞ୍ଜନ ବେହେରା,ସମ୍ପାଦକ ସରୋଜକୁମାର ବିଶ୍ଵାଳ,ଛାତ୍ର ବିଜେଡି ସଭାପତି ସମିତ ଲେଙ୍କା, ବ୍ଲକବିଜେଡି ସଭାପତି ମନୋଜ କୁମାର ଭୋଇ, ପୂର୍ବତନ ପୋୖରାଧ୍ୟକ୍ଷ ମଧୁସୂଦନ ସାହୂ ପ୍ରମୂଖ ଯୋଗଦେଇ ସଚେତନତା ପଦଯାତ୍ରାରେ ସାମିଲ ହୋଇଥିଲେ।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here