ବିଲ ଭିତରୁ ମିଳିଲା କଟା ହାତ : ସୁନ୍ଦରଗଡ଼

ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ଅ।ମ୍ଵିଅ।ନ୍ସ ହୋଟେଲ ପଛପଟୁ ମିଳିଛି ଏକ କଟାହାତ । ତେବେ କଟା ହାତ କାହାର ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଵଷ୍ଟ ହୋଇନଥିବା ବେଳେଏହି କଟା ହାତ କିରେଇ ଗ୍ରାମପଂଚାୟତର ଗ୍ରାମସାଥି ରମେଶ ସିଂଙ୍କର ବୋଲି କୁହାଯାଉଛି। ଗତକାଲି ରାତିରୁ ରମେଶ ନିଖୋଜ ଥିଲେ। ଅ।ଜି ଏକ କୁକୁର କଟାହାତକୁ ଧରି ବୁଲୁଥିବା ବେଳେ କିଛି ଲୋକ ଦେଖି ପୋଲିଶକୁ ଖବର ଦେଇଥିଲେ। ନିଖୋଜ ରମେଶଙ୍କ କୌଣସି ସନ୍ଧାନ ମିଳିନଥିବା ବେଳେ ପୋଲିସର ଟିମ ତନାଘନା ଜାରି ରଖିଛି। କଟା ହାତକୁ ରମେଶଙ୍କ ବଡଭାଇ ଦେଖିବା ପରେ ଏହା ତାଙ୍କ ଭାଇର ବୋଲି ପୋଲିଶକୁ କହିଛନ୍ତି ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କଟାହାତ କାହାର ତାହା ସ୍ଵଷ୍ଟ ହୋଇନାହିଁ। ସାଇଣ୍ଟିଫିକ ଟିମ ,ଟାଉନ ପୋଲିଶ ସହ ସଦର ଏସଡିପିଓ ଘଟଣା ସ୍ଥଳରେ ପହଂଚି ତଦନ୍ତ ଅ।ରମ୍ଭ କରିଛନ୍ତି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।
BIG BRAKING NEWS

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here