ପ୍ରୋସେସନକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର , ସର୍ତ୍ତ ମଧ୍ୟ !

ଏଣିକି ବିବାହ ଉତ୍ସବରେ ପ୍ରୋସେସନ୍ କରାଯାଇ ପାରିବ । ପ୍ରୋସେସନ୍‌କୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏନେଇ ନୂଆ ଗାଇଡ୍‌ଲାଇନ୍ ମଧ୍ୟ ଜାରି କରାଯାଇଛି। ଏହି ଗାଇଲଡ୍‌ଲାଇନରେ ପ୍ରୋସେସନକୁ ଅନୁମତି ଦେବା ସହି ବିବାହ ଉତ୍ସବରେ ସର୍ବାଧିକ ୨ଶହ ଜଣ ଲୋକଙ୍କୁ ଅନୁମତି ମିଳିଛି। ଅର୍ଥାତ୍ ବର, କନ୍ୟା, ପୁରୋହିତ, ବ୍ୟାଣ୍ଡ ପାର୍ଟି ସମସ୍ତଙ୍କୁ ମିଶାଇ ବାବାଘର ଉତ୍ସବରେ ମୋଟ ୨ଶହ ଲୋକ ରହିପାରିବେ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ବିବାହ ଉତ୍ସବକୁ ଆସିଥିବ ସମସ୍ତ ବ୍ୟକ୍ତି ମାସ୍କ, ସାନିଟାଇଜର ବ୍ୟବହାର କରିବା ସହିତ ସମସ୍ତ କୋଭିଡ କଟକଣା ମାନିବାକୁ ବାଧ୍ୟତାମୂଳକ କରାଯାଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here