କେନ୍ଦ୍ରାପଡାରେ ନୂର୍ତନ ଜିଲ୍ଲାପାଳଙ୍କ କାର୍ଯ୍ୟରେ ଯୋଗଦାନ ।

କେନ୍ଦ୍ରାପଡାର ପୂର୍ବତନ ଲୋକ ପ୍ରିୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କ ପୁରୀ ଜିଲ୍ଲାପାଳ ଭାବେ ବଦଳି ପରେ ଆଜି ସଂନ୍ଧ୍ଯାରେ କେନ୍ଦ୍ରାପଡାଠାରେ ନୂତନ ଜିଲ୍ଲାପାଳ ଭାବେ ଶ୍ରୀଯୁକ୍ତ ଅମ୍ରିତ୍ ଋତୁରାଜ(ଆଇ .ଏ .ଏସ୍) ଯୋଗ ଦେବାପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବସନ୍ତ କୁମାର ରାଉତଙ୍କ ସମେତ ଏଡିଏମ୍ ରାଜସ୍ୱ ଶ୍ରୀଯୁକ୍ତ ନରହରୀ ସେଠୀ ଓ ପିଡି ଡିଆରଡିଏ ଶ୍ରୀଯୁକ୍ତ ଦୀଲ୍ଲିପ୍ କୁମାର ପରିଡା ଏବଂ ଜିଲ୍ଲାର ବହୁ ପଦାଧିକାରୀ ଓ ଛୋଟବଡ କାର୍ଯ୍ୟ କର୍ତ୍ତାମାନେ ଉପସ୍ଥିତ ରହି ତାଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଁଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here