କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ କୋଭିଡ୍-19ର କଟକଣା କୋହଳ ପରେ ପ୍ରଥମ ଭିନ୍ନକ୍ଷମ ପରୀକ୍ଷଣ କାର୍ଯ୍ୟ ଆରମ୍ଭ ।

ଆଜି କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ କରୋନା ମହାମାରୀର ଦୀର୍ଘ ୧୧ମାସର ପ୍ରକୋପ ପରେ ସରକାରଙ୍କ କୋଭିଡ୍ -19 ନୀୟମ ଟିକେ କୋହଳ ହେବା ପରେ ଜିଲ୍ଲାରେ ଥିବା ଶତାଧିକ ନୂର୍ତନ ଭିନ୍ନକ୍ଷମ ବା ଶାରୀରିକ ବିକଳାଙ୍ଗ ବ୍ୟକ୍ତି ମାନଙ୍କ ମଧ୍ୟରୁ ସରକାରୀ ତାଲିକାଭୁକ୍ତ ବା ବିଭାଗୀୟ ଡାକ୍ତର ମାନଙ୍କ ଦ୍ୱାରା ଚିହ୍ନଟି କରଣ କରାଯାଇ ଯୋଗ୍ୟ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ସାର୍ଟିଫିକେଟ ପ୍ରଦାନ ନିମନ୍ତେ କରାଯାଇଥିବା ମେଡିକାଲ୍ ବୋର୍ଡରେ ସର୍ଜରୀ ଓ ଅର୍ଥୋପେଡିକ୍ ବିଭାଗର ଚାର୍ଜରେଥିବା ବରିଷ୍ଠ ଡାକ୍ତର ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ଦାସଙ୍କ ନେତୃତ୍ୱରେ ଭେଷଜ ବିଭାଗର ଡାକ୍ତର ଏନ୍ ବେହେରା ଓ ନାକ, କାନ, ଗଳା ବିଭାଗର ଡାକ୍ତର ବିକେ ଦାସ ଯୋଗଦେଇ ପ୍ରାୟ ୪୦ରୁ ଅଧିକ ଭିନ୍ନକ୍ଷମ ଓ ଶାରୀରିକ ବିକଳାଙ୍ଗ ବ୍ୟକ୍ତି ମାନଙ୍କୁ ସତକଡା ନମ୍ବର ତାଲିକାଭୁକ୍ତ କରିଥିବା ବେଳେ । ଏହି ବୋର୍ଡ କାର୍ଯ୍ୟକୁ ପରିଚାଳନା କରିଥିଲେ ସିଡିଏମ୍ ଅଫିସର ଡିଲିଂଗ୍ ଆସିସଷ୍ଟାଣ୍ଟ୍ ଶ୍ରୀଯୁକ୍ତ ହେମନ୍ତ କୁମାର ନାୟକ ଏବଂ ଡି. ଏସ୍. ଏସ୍ ଅଫିସର ଡାଟା ଏଣ୍ଟ୍ରୀ ଅପେରେଟର ଶ୍ରୀଯୁକ୍ତ ରମାକାନ୍ତ ଦାସ ।

ରିପୋର୍ଟ – ପ୍ରଫୁଲ୍ଲ କୁମାର ଦାସ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here