ମୁଖ୍ୟମନ୍ତ୍ରୀଙ୍କୁ ବେନାମୀ ଚିଠିରେ ମିଳିଲା ହତ୍ୟା ଷଡ଼ଯନ୍ତ୍ର : ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଷଡ଼ଯନ୍ତ୍ର ନେଇ ବେନାମୀ ଚିଠି ମିଳିଛି। କିଛି ପେଶାଦାର ଅପରାଧୀ ନବୀନଙ୍କୁ ହତ୍ୟା ଲାଗି ଷଡ଼ଯନ୍ତ୍ର କରୁଥିବା ଏହି ଚିଠିରେ ଦର୍ଶାଯାଇଛି। ଅପରାଧୀମାନେ AK-47 ଓ ସେମି ଅଟୋମେଟିକ୍ ପିସ୍ତଲ ରଖିଥିବା ଏଥିରେ ଉଲ୍ଲେଖ ରହିଛି। ସେହିପରି ଅପରାଧୀମାନେ ଯେଉଁ ସବୁ କାରରେ ନବୀନଙ୍କୁ ପିଛା କରୁଛନ୍ତି ସେଭଳି ୧୭ଟି କାର୍ ନମ୍ବର ବି ଦିଆଯାଇଛି। ତେଣୁ ସତର୍କ ରହିବା ପାଇଁ ଚିଠିରେ ପରାମର୍ଶ ଦିଆଯାଇଛି। କିଛି ପେଶାଦାର ଅପରାଧୀ ନବୀନଙ୍କୁ ହତ୍ୟା ଲାଗି ଷଡ଼ଯନ୍ତ୍ର କରୁଥିବା ଏହି ଚିଠିରେ ଦର୍ଶାଯାଇଛି। ଅପରାଧୀମାନେ AK-47 ଓ ସେମି ଅଟୋମେଟିକ୍ ପିସ୍ତଲ ରଖିଥିବା ଏଥିରେ ଉଲ୍ଲେଖ ରହିଛି। ସେହିପରି ଅପରାଧୀମାନେ ଯେଉଁ ସବୁ କାରରେ ନବୀନଙ୍କୁ ପିଛା କରୁଛନ୍ତି ସେଭଳି ୧୭ଟି କାର୍ ନମ୍ବର ବି ଦିଆଯାଇଛି। ତେଣୁ ସତର୍କ ରହିବା ପାଇଁ ଚିଠିରେ ପରାମର୍ଶ ଦିଆଯାଇଛି। ସେପଟେ ଏହି ଚିଠି ମିଳିବା ପରେ ପୋଲିସ୍ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ ଓ ପୋଲିସ୍ କମିଶନରଙ୍କୁ ସୂଚିତ କରିଛନ୍ତି। ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଘଟଣାର ଉପଯୁକ୍ତ ତଦନ୍ତ ସହ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ପରାମର୍ଶ ଦେଇଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here