ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ବ୍ଲକର କପିଳେଶ୍ଵର ପୁର ପଞ୍ଚାୟତର କାଙ୍କୁଡା ଦେଉଳପଡ଼ା ଗ୍ରାମର ସତ୍ୟପ୍ରିୟ ସ୍ଵାଇଁ (ବାବୁ) ଙ୍କ ମାତା ସ୍ବର୍ଗତ ଲତାମଣି ସ୍ଵାଇଁଙ୍କ ଏକାଦଶାହ ରେ ତାଙ୍କ ଘରେ ପହଞ୍ଚି ଦୁଃଖ ପ୍ରକାଶ କରିଥିଲେ ଏବଂ ତାଙ୍କ ପରିବାର ବର୍ଗଙ୍କୁ ଆଶ୍ଵସନା ଦେବା ସହିତ ସମବେଦନା ଜଣାଇଛନ୍ତି ।