ଟ୍ରେନ୍‌ରୁ ୨୦୦ ଗ୍ରାମ ବ୍ରାଉନ୍ସୁଗାର ଜବତ : ପୁରୀ

ପୁରୀ ରୁ ୨୦୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରାଯାଇଛି । ବ୍ରାଉନ୍‌ସୁଗାର ସହ ୨ଜଣଙ୍କୁ ଗିରଫ କରିଛି ପୁରୀ ଅବକାରୀ ବିଭାଗ । ଗିରଫ ୨ଜଣଙ୍କ ନାମ ଶିବ ପ୍ରସାଦ ବେହେରା ଏବଂ ରଘୁନାଥ ଦାସ ବୋଲି ଜଣାପଡିଛି । ଖବର ଅନୁଯାୟୀ,  ଅବକାରୀ ବିଭାଗରକୁ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ପୁରୁଷୋତ୍ତମ ଏକ୍ସପ୍ରେସ ଚଢାଉ କରିଥିଲା । ପୁରୀ ସିଦ୍ଧ ମହାବୀର ରେଳଫାଟକ ଠାରେ ୨ଜଣଙ୍କ  ଠାରୁ ପ୍ରାୟ ୨୦୦ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଥିଲା । ପୁରୁଷୋତ୍ତମ ଏକ୍ସପ୍ରେସ ରେ ବାଲେଶ୍ଵରରୁ ବ୍ରାଉନସୁଗାର ଚାଲାଣ କରାଯାଉଥିଲା । ବ୍ରାଉନ୍‌ସୁଗାର ନେଇ ଯାଉଥିବା ବେଳେ ୨ଜଣଙ୍କୁ ଗିରଫ କରାଯାଇଛି ।୨ଜଣଙ୍କୁ ଠାରୁ ଅଧିକ ତଥ୍ୟ ଯୋଗାଡ଼ ପାଇଁ ସେମାନଙ୍କୁ ଅଧିକ ପଚରାଉଚରା ଜାରି ରହିଛି।

ଖବର ଅନୁଯାୟୀ,  ଅବକାରୀ ବିଭାଗରକୁ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ପୁରୁଷୋତ୍ତମ ଏକ୍ସପ୍ରେସ ଚଢାଉ କରିଥିଲା । ପୁରୀ ସିଦ୍ଧ ମହାବୀର ରେଳଫାଟକ ଠାରେ ୨ଜଣଙ୍କ  ଠାରୁ ପ୍ରାୟ ୨୦ ଲକ୍ଷ୍ୟ ଟଙ୍କା ର ବ୍ରାଉନ୍‌ସୁଗାର ଜବତ କରିଥିଲା । ପୁରୁଷୋତ୍ତମ ଏକ୍ସପ୍ରେସ ରେ ବାଲେଶ୍ଵରରୁ ବ୍ରାଉନସୁଗାର ଚାଲାଣ କରାଯାଉଥିଲା । ବ୍ରାଉନ୍‌ସୁଗାର ନେଇ ଯାଉଥିବା ବେଳେ ୨ଜଣଙ୍କୁ ଗିରଫ କରାଯାଇଛି । ୨ଜଣଙ୍କୁ ଠାରୁ ଅଧିକ ତଥ୍ୟ ଯୋଗାଡ଼ ପାଇଁ ସେମାନଙ୍କୁ ଅଧିକ ପଚରାଉଚରା ଜାରି ରହିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here