ପୌର ସଂସ୍ଥା ଦୃଷ୍ଟି ହୀନ ବିଦ୍ୟାଳୟ ରେ ଦୃଷ୍ଟି ହୀନ ଦିବସ ପାଳନ :କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ପୌର ସଂସ୍ଥା ଦୃଷ୍ଟି ହୀନ ବିଦ୍ୟାଳୟ ରେ ଦୃଷ୍ଟି ହୀନ ଦିବସ ପାଳନ କରାଯାଇଛି । ପ୍ରଧାନ ଶିକ୍ଷକ ଶ୍ରୀ ସ୍ଵପ୍ନାଶୁ କୁମାର ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଉତ୍ସବରେ ରେ ଅନେକ ବରିଷ୍ଠ ଅଧିକାରୀ ଯୋଗ ଦେଇ ଥିଲେ। ସରକାରୀ ଶିକ୍ଷକ ଶ୍ରୀଯୁକତ ଅରୁଣ କୁମାର ବେହେରା ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟ ତରଫରୁ ୩୦ ଜଣ ପିଲାଙ୍କୁ ଦୁଇ ହଳ ଡ୍ରେସ , ଜୋତା , ମୋଜା, ବେଲ୍ଟ, ଓ ଟାଏ ପ୍ରଦାନ କରା ଯାଇଥିଲା । ବିଦ୍ୟାଳୟ କର୍ମଚାରୀ ମହେନ୍ଦ୍ର ପ୍ରସାଦ ସିଂ , ମାନିନୀ ବେହେରା , ଅଲେଖ ଚନ୍ଦ୍ର ଜେନା , ଗୀତାଞ୍ଜଳୀ ଦାସ , ବିକାଶ ଦାସ , ପ୍ରମୁଖ ସହଯୋଗ କରିଥିଲେ । ଯୋଗ ଗୁରୁ ଶ୍ରୀ ସଞ୍ଜୟ କୁମାର ମଥାନ ଧନ୍ୟବାଦ ପ୍ରଦାନ କରିଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here