ଜଗତସିଂହପୁର ପ୍ରାଥମିକ ବିଦ୍ୟାଳୟ ର କିଚେନ୍ ଗାର୍ଡେନ କାର୍ଯ୍ୟକ୍ରମ


ଜଗତସିଂହପୁର ର ଓଡ଼ଶ ଗ୍ରାମ ର ପ୍ରାଥମିକ ବିଦ୍ୟାଳୟ ରେ କିଚେନ୍ ଗାର୍ଡେନ କାର୍ଯ୍ୟକ୍ରମ କରାଯାଇଛି । ଏହା ଏକ ସରକାର ଙ୍କର ସ୍ବାଗତ ଯୋଗ୍ୟ ପଦକ୍ଷେପ । ଏହା ଦ୍ଵାରା ସ୍କୁଲ ର ପିଲା ମାନେ ଗଛ ଲଗାଇବା ଉପରେ ସଚେତନ ହେବେ । ଏବଂ ଗଛ ତଥା ପରିବା ଗଛ ର ଯତ୍ନ ନେବା ପାଇଁ ଉତ୍ସାହିତ ହେବେ । ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ , ସ୍ ମ ଶି ସଭାପତି ଆଦି ଯୋଗ ଦେଇ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here