ଗରାପୁର ଶିବାନନ୍ଦ ଆଶ୍ରମ ପରିସରରେ ବୈଦୀକ ବ୍ରାହ୍ମଣ ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ : କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ବୈଦୀକ ବ୍ରାହ୍ମଣ ସମାଜ ବା ପରିଷଦର କେନ୍ଦ୍ରାପଡା ଶାଖା ପକ୍ଷରୁ ସଭାପତି ଚକ୍ରଧର ପଣ୍ଡାଙ୍କ ନେତୃତ୍ୱରେ ଏବଂ ସଂମ୍ପାଦକ ଦେବରାଜ୍ ପାଢିଙ୍କ ତତ୍ୱାବଧାନରେ ଓ ସଂଯୋଜକ ନରହରୀ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବ୍ରାହ୍ମଣ ସମାଜର ସଦସ୍ୟ ମାନଙ୍କ ଉପସ୍ଥିତରେ ଆଗାମୀ ତା-୧୦-୦୧-୨୦୨୦ ରିଖ ରବିବାର ଦିନ ଏକ ସାଂଗଠନୀକ ସଭା ତୁଳସୀ କ୍ଷେତ୍ରର ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ନିକଟସ୍ଥ ଯାତ୍ରୀ ନୀବାସ ଠାରେ ଆୟୋଜନର ଯୋଜନା ଓ ପୂର୍ବ ପ୍ରସ୍ତୁତି ସଂମ୍ପର୍କରେ ସଭାପତି ଓ ସମ୍ପାଦକଙ୍କ ସଂଯୋଜନାରେ ଆଲୋଚିଚ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲାର ବ୍ରାହ୍ମଣ ମାନଙ୍କର ଏକ ସୁଦୃଢ ସଂଗଠନର ଆଭିମୁଖ୍ୟ ଗୁଡିକୁ ନେଇ ବିଶେଷ ଭାବେ ଆଜିର ଏହି ବୈଠକରେ ମୁଖ୍ୟତଃ ଆଲୋଚନା କରାଯାଇଥିବା ବିଶେଷ ସୁତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here