ମାହାଂଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୂଳମଣୀ ବରାଳ ଓ ତାଙ୍କ ସହଯୋଗୀଙ୍କ ହତ୍ୟାକୁ ନେଇ କେନ୍ଦ୍ରାପଡା ଥାନା ସମ୍ମୁଖରେ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ

ଆଜି କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଏବଂ ବିଶେଷ କରି ମାହାଂଗା ବ୍ଲକର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣୀ ବରାଳ ଓ ତାଙ୍କ ସହଯୋଗୀଙ୍କୁ ଏକ ମଟର ସାଇକେଲ ଯୋଗେ ପ୍ରାୟ ୬ଜଣ ପୋଷା ଗୁଣ୍ଡା ଆସି ଉକ୍ତ ୨ଜଣଙ୍କୁ ବାଡେଇ ବାଡେଇ ଯେଭଳି ଅତ୍ୟନ୍ତ ବ୍ୟଭତ୍ସ ଭାବେ ହତ୍ୟାକଲେ ସେଥିପାଇଁ ମନ୍ତ୍ରୀ ପ୍ରତାପ ଜେନା ହିଁ ସେଥିପାଇଁ ଦାୟୀ ବୋଲି କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷର ଟାଉନ୍ ଥାନା ସମ୍ମୁଖରେ ଏକ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଶତାଧିକ କର୍ମୀ ଉପସ୍ଥିତ ରହି ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକାରେ ଅଗ୍ନୀ ସଂଯୋଗ କରି ପୋଡା ଯିବା ସହ ଆନ୍ଦୋଳନ କରାଯାଇଥିଲା ଏବଂ ଉପସ୍ଥିତ କର୍ମୀମାନେ ବିଭିନ୍ନ ସରକାରୀ ବିରୋଧି ନାରାବାଜି ମଧ୍ୟ ଦେଇଥିଲେ । ତେବେ ଆସନ୍ତୁ ସିଧା ସଳଖ ଶୁଣିବା ଏବଂ ଦେଖିବା ଯ- କିଭଳି ଜିଲ୍ଲା ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସୁନାକର ବେହେରା ଓ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ କିଶୋର କୁମାର ପଣ୍ଡା ଏବଂ ୬-ନମ୍ବର ଜୋନର ଜିଲ୍ଲାପରିଷଦ୍ ସଦସ୍ୟ ଶ୍ରୀଯୁକ୍ତ ଦେବାଶିଷ ଦାସ କିପରି ଗଣମାଧ୍ୟମ ଆଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି ଓ ସିବିଆଇ ତଦନ୍ତକୁ ନେଇ ଗଣମାଧ୍ୟମ ଆଗରେ ତାଙ୍କର କିପ୍ରକାର ପ୍ରତିକ୍ରିୟା ରଖୁଛନ୍ତି ସିଧାସଳଖ ଦେଖିବା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here