ଜଗତସିଂହପୁର ଜିଲ୍ଲାରେ କୋଭିଦ୧୯ ଟୀକା କରଣ କାର୍ଯ୍ୟକ୍ରମ

ଜଗତସିଂହପୁର ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନକୂଲ୍ୟରେ କୋଭିଦ ୧୯ଟୀକା କରଣ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ଓ .ପ୍ପି. ଡି ରେ ଅନୁଷ୍ଠିତ ହୋଇଛି। କୋଭାଇଡ୧୯ ର ପ୍ରୋଟୋକଲ ଅନୁଯାୟୀ ଗୋଟିଏ ସେସନ୍ ରେ ୩ ଟି ରୁମ୍ , ବିଶ୍ରାମ ଗୃହ ଆଦି କକ୍ଷା କରାଯାଇଛି ଓ ଜଣେ ଭେକ୍ସିନେଟର , ୪ଜଣ ଅଫସରମାନେ ସେମାନଙ୍କ ଭୂମିକା ସମ୍ପାଦନା କରିଥିଲେ । ଏଥିରେ ୨୫ ଜଣ ସ୍ବାସ୍ଥ୍ୟକର୍ମୀ ଅଂଶଗ୍ରହନ କରିଥିଲେ । ଏହା ସକମ୍ ୧୦ଘଟିକା ରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଚାଲି ଥିଲା । ଏଥିରେ ଜିଲ୍ଲପାଳ ସରୋଜ କୁମାର ମିଶ୍ର ଯୋଗ ଦେଇ ଥିଲେ । ସେ ସବୁ ସୁବିଧା ଓ କାର୍ଯ୍ୟ କୁ ସୁଚାରୁ ରୂପେ କରିବା ପାଇଁ ପରାମର୍ଶ ଦେଇଥିଲେ। ଭାରତ ସରକାର ଙ୍କ ଶସ୍ଥା ପାରାଦୀପ ପୋର୍ଟ ଟ୍ରଷ୍ଟ ର ସ୍ବାସ୍ଥ୍ୟ କର୍ମଚାରୀ ଙ୍କ ନାମ ଜିଲ୍ଲା ଡାଟା ବେସ ରେ ଅନ୍ତର୍ଭୁକ୍ତ କରାଯିବ । ପ୍ରୋଟୋକଲ ଅନୁଯାୟୀ ସେସନ୍ ରେ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ପଥ ରହିବ। ଟୀକାକରଣ ରେ କୌଣସି ପଶ୍ୱପତିକ୍ରିଆ ଘଟିଲେ ଗୋଷ୍ଠୀ ସ୍ୱାସ୍ଥୟକେନ୍ଦ୍ରରେ ଏହାର ଚିକିତ୍ସା କରାଯିବ । ବ୍ଲକ ସ୍ତର ରେ ବି ଡି ଓ ଙ୍କ ଅଧ୍ୟକ୍ଷତା ରେ ବ୍ଲକ ଟାସ୍କ ଫୋର୍ସ ବୈଠକ କରାଯାଇ ଜିଲ୍ଲା କାର୍ଯ୍ୟାଳୟ କୁ ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. କଦୟ ପଣ୍ଡା , ଏ ଡି ଅମ ଓ , ହସ୍ପିଟାଲ ମ୍ୟାନେଜର ଆଦି ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here