ଧୂମାଳ ପଞ୍ଚାୟତ ର କଲ୍ୟାଣ ମଣ୍ଡପ ଉଦଘାଟନ

ପୁରୀ ଜିଲ୍ଲା ଗୋପ ବ୍ଲକ ଧୂମାଳ ପଞ୍ଚାୟତ ରେ ଏକ ସରକାରୀ କଲ୍ୟାଣ ମଣ୍ଡପ ଉଦଘାଟନ ହୋଇଯାଇଛି ।ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜଂଗଲବରୀ ସରପଞ୍ଚ ପ୍ରଣୟ କୁମାର ସାହୁ , ଧୂମାଳ ପଞ୍ଚାୟତ ସରପଞ୍ଚ ମାନସ କୁମାର ସେନାପତି , ସମ୍ମାନୀୟ ଅତିଥି ଭାସ୍କର ସେଠି ,ପୂର୍ବତନ ଜିଲାପରିସଦ ଦେଶ ଲେଙ୍କା ସମେତ ପଞ୍ଚାୟତ ର ସମସ୍ତ ଓୟାଡ଼ମେମ୍ବର ,ଅଙ୍ଗନବାଡି ,ଆଶା , ଶଂସାହାୟକ ଗୋଷ୍ଟି ସହିତ ପଞ୍ଚାୟତ ନାୟବ ସରପଞ୍ଚ ଏବଂ ପଞ୍ଚାୟତ ର ବହୁ ସଂଖ୍ୟକ ଜନ ସାଧାରଣ ଯୋଗ ଦେଇ କାର୍ୟ୍ଯ କୁ ସଫଳ କରିଥିଲେ ।


କାକଟପୁର ରୁ ରାଜେନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here