ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଡାକ୍ତର ଙ୍କୁ ପରାମର୍ଶ :ପୁରୀ

ଆଜି ଦିନ ୧୨ଟା.୩୦ ସମୟରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମପୁର ସ୍ଥିତ MKCG ମେଡିକାଲ କଲେଜରେ ଗୁରୁତର ଦୁର୍ଘଟଣା ଘଟି ଚିକିତ୍ସୀତ ହେଉଥିବା କୃଷ୍ଣପ୍ରସାଦ ବ୍ଳକ ରାମଲେଙ୍କା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ ଦେଓ ଗାଁ ର ଅର୍ଜୁନ ବିଶ୍ବାଳ ଙ୍କୁ ଭେଟି ତାଙ୍କର ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ । MKCG ମେଡିକାଲ କଲେଜର ସୁପରିଟେଣ୍ଡ ଓ ବିଭାଗୀୟ ଡାକ୍ତର ଙ୍କୁ ଶ୍ରୀ ବିଶ୍ଵାଳଙ୍କ ର ସମସ୍ତ ଚିକିତ୍ସା ରେ ଯେଭଳି ଅବହେଳା ନହୁଏ ଏଥି ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ଶ୍ରୀ ଦାସବର୍ମାଙ୍କ ଗସ୍ତ ସମୟରେ ପୂର୍ବତନ ବିଧାୟକ ଓ ଗଞ୍ଜାମ ଜିଲ୍ଲାର ବିଜୁ ଜନତା ଦଳର ସଭାପତି ଡ଼ଃ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ ଏବଂ ବିଭାଗୀୟ ଡାକ୍ତର ମାନେ ଉପସ୍ଥିତ ଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here