ବିଶ୍ବ ଶାନ୍ତି ଗୀତାଯଜ୍ଞ ଅନୁଷ୍ଠିତ :ସୁନ୍ଦରଗଡ଼

ସୁନ୍ଦରଗଡ ବାସୀ ତଥା ସାରା ଭାରତ ବର୍ଷର ନାଗରିକଙ୍କ ପାଇଁ ସୁନ୍ଦରଗଡ ରାଜବାଟି ଜଗନ୍ନାଥ ମନ୍ଦିରରେ ବ୍ରାହ୍ଣଣ ସମାଜ ଦ୍ୱାରା ବିଶ୍ୱ ଶାନ୍ତି ଗୀତାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ବଳଭଦ୍ର , ମା’ ଶୁଭଦ୍ରା ଦେବୀ ଓ ଶ୍ରୀଜଗନ୍ନାଥଙ୍କ ପୂଜାଅର୍ଚ୍ଚନା ସହ ଆଜି ମନ୍ଦିର ପରିସରରେ ଏହି ଯଜ୍ଞ କରାଯାଇଥିଲା । ଦେଶବାସୀଙ୍କ ଜୀବନ ପ୍ରତି କୌଣସି ଭୟଙ୍କର ବିପଦ ନ ଆସିବା ନେଇ ଏହି ଯଜ୍ଞର ଆୟୋଜନ ହୋଇଥିଲା । ସର୍ବସାଧାରଣଙ୍କ ଦର୍ଶନ ଉଦ୍ଦେଶ୍ୟରେ ଜଗନ୍ନାଥ ମନ୍ଦିର ଖୋଲିଥିବାରୁ ନବ ବର୍ଷରେ ଭକ୍ତଙ୍କ ଭିଡ ଜିମିଥିଲା ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here