ଜିଲ୍ଲାପାଳଙ୍କ ସମେତ ଏସପିଙ୍କୁ ନୂର୍ତନ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଁଲେ ଗଣମାଧ୍ୟମର ଏକ ସ୍ବତନ୍ତ୍ର ପ୍ରତିନିଧି ଦଳ

କେନ୍ଦ୍ରାପଡା:-ଆଜି ନବ ବର୍ଷ ଉପଲକ୍ଷେ ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା କେନ୍ଦ୍ରାପଡାଙ୍କ ସମେତ ନୂର୍ତନ ଏସପି ଭାବେ ଜିଲ୍ଲାରେ ଦାୟିତ୍ୱ ଗ୍ରହଣ କରିଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଏମ୍ ସମ୍ବିତ୍ ସଂମ୍ପଦ ଏବଂ ପୌରସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦେବ ପ୍ରସାଦ ବଳ ଏବଂ କୃର୍ଷି ବିଜ୍ଞାନ ଗବେଷଣା କେନ୍ଦ୍ରର ମୂଖ୍ୟ ପରିଚାଳକ ବୈଜ୍ଞାନିକ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ମିଶ୍ର ପ୍ରମୂଖଙ୍କୁ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବିନାରାୟଣ ପତି ଓ ଦୂର୍ଗା ପ୍ରସାଦ ପତି, କେୱାଇଜେଏର ସଭାପତି ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ, ସାମ୍ବାଦିକ ରଞନ କୁମାର ସାହୁ ଓ ସାମ୍ବାଦିକ ପ୍ରଦୀପ୍ କୁମାର ସାହୁ, ଓଡିଆ ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀଯୁକ୍ତ ମାନସ କୁମାର ସାହୁ(ମାନଭାଇ) ଏବଂ ସମାଜସେବୀ ପିତବାସ ଦାସ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ନୂତନ ବର୍ଷର ଅଭିନନ୍ଦନ ଜ୍ଞାପନ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here