ଓଡ଼ିଶାର ମୁଖ୍ୟ ଶାସନ ସଚିବ ହେଲେ ସୁରେଶ ମହାପାତ୍ର

ଓଡିଶାର ମୂଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ସୁରେଶ ମହାପାତ୍ର । ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଅବସର ଗ୍ରହଣ କରିବା ପରେ ଆଜି ନୂତନ ବର୍ଷରେ ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବେ ସୁରେଶ ମହାପାତ୍ର ଦାଇତ୍ୱ ଗ୍ରହଣ କରିଛନ୍ତି ।ଏହି ଅବସରରେ ସେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ବାସୀଙ୍କ ମଙ୍ଗଳ କାମନା କରିବା ସହିତ ଆଗାମୀ ଦିନରେ କିପରି ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ହୋଇ ପାରିବ ସେ ଦିଗରେ ସଠିକ୍ ପନ୍ଥା ଅବଲମ୍ବନ କରି କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଶ୍ରୀଯୁକ୍ତ ମହାପାତ୍ର ।

ରିପୋର୍ଟ – ପ୍ରଫୁଲ୍ଲ କୁମାର ଦାସ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here