ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାସବର୍ମାଙ୍କ କର୍ମନିଯୁକ୍ତି ଯୋଜନା ସମୀକ୍ଷା : ପୁରୀ

ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଢେ଼ଙ୍କାନାଳ ସର୍କିଟ ହାଉସରେ ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଢେଙ୍କାନାଳ ଜିଲ୍ଲା ସମସ୍ତ ଗ୍ରାମ କୁ ପାନୀୟ ଜଳର ବ୍ୟବସ୍ଥା, ଧାନ ସଂଗ୍ରହ ବ୍ୟବସ୍ଥାକୁ କିପରି ସୃଦୃଢ଼ କରାଯିବ ଓ ମାହାତ୍ମା ଗାନ୍ଧୀ ଆତ୍ମ ନିର୍ଭର କର୍ମନିଯୁକ୍ତି ଯୋଜନା ସମ୍ପର୍କରେ ସମୀକ୍ଷା କରାଯାଇଛି । ଏହି ବୈଠକରେ ଉପସ୍ଥିତ ଥିଲେ ମାନ୍ୟବର ପୃର୍ତ୍ତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମାନ୍ୟବର ବିଧାୟକ ଡଃ ନୃସିଂହ ସାହୁ, ମାନ୍ୟବର ବିଧାୟକ ସୁଧିର ସାମଲ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଉପାଧ୍ୟକ୍ଷ ବିଜୟ କୁମାର ନାୟକ, ଜିଲ୍ଲାପାଳ ଭୁମେଷ ଚନ୍ଦ୍ର ବେହେରା ଏବଂ ଜିଲ୍ଲା ର ସମସ୍ତ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here