ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ :ପୁରୀ

ଆଜି ଦିନ ୪ଟା.୩୦ ସମୟରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଗୁଳ ସର୍କିଟ ହାଉସରେ ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅନୁଗୁଳ ଜିଲ୍ଲାର ସମସ୍ତ ଗ୍ରାମ କୁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ଧାନ ସଂଗ୍ରହ ବ୍ୟବସ୍ଥାକୁ କିପରି ସୃଦୃଢ଼ କରାଯିବ ଓ ମାହାତ୍ମା ଗାନ୍ଧୀ ଆତ୍ମ ନିର୍ଭର କର୍ମନିଯୁକ୍ତି ଯୋଜନା ସମ୍ପର୍କରେ ସମୀକ୍ଷା କରାଯାଇଛି । ଏହି ବୈଠକରେ ଉପସ୍ଥିତ ଥିଲେ ବିଧାନସଭା ଉପବାଚସ୍ପତି ରଜନୀ କାନ୍ତ ସିଂ, ମାନ୍ୟବର ସାଂସଦ ମହେସ ସାହୁ, ମାନ୍ୟବର ବିଧାୟକ ବ୍ରଜ କିଶୋର ପ୍ରଧାନ, ମାନ୍ୟବର ବିଧାୟକ ଶୁସାନ୍ତ ବେହେରା, ମାନ୍ୟବର ବିଧାୟକ ରମେଶ ସାଏ, ମାନ୍ୟବର ବିଧାୟକ ମୁକେଶ ପାଲ୍, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଉପାଧ୍ୟକ୍ଷ ବିଜୟ କୁମାର ନାୟକ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ଜିଲ୍ଲା ର ସମସ୍ତ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here