ନବବର୍ଷ ଉପଲକ୍ଷେ ନବଜାତକ ଶିଶୁର ଏକୋଇଶିୟା ଉତ୍ସବ ମହା ଆଡମ୍ବର ପୂର୍ଣ୍ଣ ସହକାରେ ପାଳନ :କେନ୍ଦ୍ରାପଡା

ଆଜି କଟକ ମାହାଙ୍ଗା ଥାନା ଅନ୍ତର୍ଗତ ପଞ୍ଚୁପାଣ୍ଡବ ସଏମ୍ ଗ୍ରାମର ମାତା ଗୀତାଞଳୀ ବିଶ୍ୱାଳ ଓ ବରିଷ୍ଠ ସମାଜସେବୀ ପିତା ଶ୍ରୀଯୁକ୍ତ ଅଜୀତ୍ କୁମାର ମହାନ୍ତିଙ୍କ ଔରସରୁ ଚଳିତ ମାସ ଗତ ୯ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ମୂଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଜନ୍ମି ଗ୍ରହଣ କରିଥିବା ଶିଶୁ ପୁତ୍ରର ଏକୋଇଶିୟା ଉତ୍ସବ କୋଭିଡ୍-19ର ସମସ୍ତ ଗାଇଡ୍ ଲାଇନ୍ ପାଳନ ମୁତାବ ସାମାଜିକ ଦୂରତା ରକ୍ଷା କରାଯିବା ସହିତ ମାକ୍ସ୍ , ସାନିଟାଇଜର୍ ପ୍ରଭୃର୍ତି ବ୍ୟବହାର କରାଯାଇ ବହୁ ଆଡମ୍ବର ପୂର୍ଣ୍ଣ ସହକାରେ ପାଳନ କରାଯାଇଥିବା ବେଳେ ଉକ୍ତ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଦ୍ୱାନ ଏବଂ ବୁଦ୍ଧିଜୀବୀଙ୍କ ସମେତ ଶିକ୍ଷାବିତ୍ ଓ ବନ୍ଧୁ ବାନ୍ଧବ, ସାହି ପଡିଶା ଲୋକେ ବା ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ନବଜାତ ଶିଶୁକୁ ଆଶ୍ରୀବାଦ ପ୍ରଦାନ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here